କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ ! ରାସ୍ତାକଡ଼ରେ ପଡିଛି ମୃତଦେହ

Published By : Prameya-News7 Bureau | October 17, 2020 IST

ଜଳେଶ୍ୱର ୧୭।୧୦: ରାସ୍ତା କଡରେ ପଡିଛି ମୃତଦେହ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟି ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ପଡିରହିଛି ମୃତଦେହ । ମୃତକଙ୍କ ନାମ ଜିତେନ ମିସ୍ତ୍ରୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ଜିତେନ ମିସ୍ତ୍ରୀଙ୍କ ମୃତଦେହ ପଡିରହିଛି । ଜିତେନ ସ୍ଥାନୀୟ ଅଞ୍ଚଳରେ ପାଇଖାନା ସଫେଇ କାମ କରିଥାନ୍ତି । ତାଙ୍କର ମୃତ୍ୟୁ କିପରି ହେଲା, ତାହ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.