Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ମୋଦିଙ୍କୁ ମାରିବାକୁ ଷଡଯନ୍ତ୍ର

8/06/2018 at 10:44 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ କରାଯାଇଥିବା ଷଡଯନ୍ତ୍ରର ପର୍ଦାଫାଶ କରିଛି ପୁନେ ପୋଲିସ | ଇମେଲରୁ ମିଳିଛି ଏହି ଭୟଙ୍କର ହତ୍ୟା ଷଡଯନ୍ତ୍ରର ସୁରାକ | ମୋଦିଙ୍କୁ ରାଜୀବ ଗାନ୍ଧୀ ହତ୍ୟା ଶୈଳୀରେ ହତ୍ୟା କରିବାକୁ ମାଓବାଦୀ ଯୋଜନା କରିଥିଲେ | ରୋଡ଼ ଶୋ ରେ ମୋଦିଙ୍କୁ ଟାର୍ଗେଟ କରିଥାନ୍ତେ ହତ୍ୟାକାରୀ |

Leave a Reply

   Related Posts