Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଦୁଇ ଖଣ୍ଡ କରି ଯୁବକଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲାଗିଛି ଗଛରେ, ଦେହ ପଡିଛି କିଛି ଦୂରରେ

23/06/2019 at 3:24 PM

ବାଂଶପାଳ ୨୩|୬: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁକୋଡ଼ଳା ଗ୍ରାମ ନିକଟ ଏକ ଜଙ୍ଗଲରୁ ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜବତ କରିଛି ପୋଲିସ।  ମୃତକ ସୁକୋଡ଼ଳା ଗ୍ରାମର ଭଦ୍ର ପ୍ରଧାନ ବୋଲି ଜଣାପଡିଛି।

ଯୁବକଙ୍କ ମୁଣ୍ଡ ଗ୍ରାମ ନିକଟ ଜଙ୍ଗଲରେ ଏକ ଗଛରେ ଟଙ୍ଗା ହୋଇଥିବା ବେଳେ ଦେହ କିଛି ଦୂରରେ ଏକ ପଡ଼ିଆ ରେ ପଡିଛି। ଗତକାଲି ରାତିରେ କେହି ଦୁର୍ବୁତ୍ତ  ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ସଦର ଏସ,ଡି,ପି,ଓ ସାଇଣ୍ଟିଫିକ ଟିମ୍ ପହଁଞ୍ଚି ଘଟଣାର ତଦନ୍ତ ଚଲାଇଛନ୍ତି।

   Related Posts