Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଜଣଙ୍କୁ ହତ୍ୟା କରିବାକୁ ଯାଇ ଅନ୍ୟଜଣଙ୍କୁ ହତ୍ୟା

2/06/2018 at 5:02 AM

ବରଗଡ଼ ଅମ୍ବାଭୋନା ଥାନା ଅନ୍ତର୍ଗତ ଖାଇରପାଲି ଗାଁରେ ଅଭାବନୀୟ । ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦୁର୍ବୃତ୍ତ । ଘଟଣାରେ ଝିଅ ଆହତ ହେ।ଇଛି । ଝିଅକୁ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସାଧୁ ଚରଣ ପ୍ରଧାନ । ସାଧୁ ଚରଣଙ୍କ ଘର ବରଗଡ଼ ଅତାବିରା ଥାନା ସରଣ୍ଡା ଗାଁରେ । ହେଲେ ସାଧୁ ଅମ୍ଭାଭୋନାରେ ସିଆରସିସି ଭାବେ କାର୍ଯ୍ୟ କରୁଥିଲେ । ତେବେ ଅଭିଯୁକ୍ତ ନଗେନ ଦାସ ପେ।ଲିସ ନିକଟରେ ଆତ୍ମ ସମର୍ପଣ କରିଛି । ଅନ୍ୟଜଣକୁ ହତ୍ୟା କରିବାକୁ ଯାଇ ଭୁଲରେ ସାଧୁ ଚରଣଙ୍କୁ ମାରିଦେଇଥିବା ଅଭିଯୁକ୍ତ କହିଛି ।

Leave a Reply

   Related Posts