ମିନି ଷ୍ଟାଡିୟମରୁ ଉଦ୍ଧାର ହେଲା ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ

Published By : Prameya-News7 Bureau | December 24, 2019 IST

ଚିତ୍ରକୋଣ୍ଡା୨୪/୧୨: ଚିତ୍ରକୋଣ୍ଡା ସ୍ଥିତ ମିନି ଷ୍ଟାଡିୟମରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ।ମୃତ ବ୍ୟକ୍ତି ହେଲେ ଚିତ୍ରକୋଣ୍ଡା ଆମ୍ବେଦକର ଛକର ସମରା ତନ୍ତି । ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି ।ଘଟଣାସ୍ଥଳରୁ ଏକ ପଲସର ବାଇକ୍ ଜବତ ହେ।ଇଛି । ପେ।ଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠେ।ର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ସ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.