ସାମାନ୍ୟ ବଚସାରୁ କବିସୂର୍ଯ୍ୟନଗରରେ ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା

Published By : Prameya-News7 Bureau | December 15, 2018 IST

କବିସୂର୍ଯ୍ୟନଗର ୧୫|୧୨:  ଗଂଜାମ କବିସୂର୍ଯ୍ୟନଗର ଥାନା ଖଇରପଲ୍ଲି ଗାଁ ରାସ୍ତାରେ ହତ୍ୟାକାଣ୍ଡ । ଖଇରପଲ୍ଲି ଗାଁର ସୁରିଅ। ନାହାକଙ୍କୁ ଟାଙ୍ଗିଅ।ରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମଦ ପଇବା ପରେ ସାମାନ୍ୟ ବଚସା କାରଣରୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ହତ୍ୟାକାଣ୍ଡରେ ଦୁଇ ଜଣଙ୍କ ସଂମ୍ପୃକ୍ତି ଥିବା ବେଳେ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ପୋଲିସ ସକ୍ଷମ ହୋଇଛି । ତେବେ ତୁରନ୍ତ ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୁଷୋତ୍ତମପୁର ଏସଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.