ବୋତଲରେ ଭୁଷିବା ପରେ ଛୁରୀରେ ବେକ କାଟି ହତ୍ୟା
7/10/2019 at 11:41 AM

ଝାରସୁଗୁଡା ୭/୧୦: ଝାରସୁଗୁଡାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ବୋତଲରେ ଭୁସିବା ପରେ ଛୁରୀରେ ବେକ କାଟି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ମରାକୁଟା ଗାଁର ଗୁଣ ସାଗର ଦାଶ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବଡମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡା ସହର ନିକଟବର୍ତ୍ତୀ ତିହାଡ଼ିପାଲି ରାସ୍ତାରୁ ଏହି ମୃତଦେହ ଉଦ୍ଧାର ହୋଇଛି ।

Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021