ପୁରୀ ଜମିଦାର ପ୍ୟାଲେସ ହୋଟେଲରେ ୩ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଅମିତ ଅଗ୍ରୱାଲ ଗିରଫ

Published By : Prameya-News7 Bureau | May 29, 2018 IST

ପୁରୀ ଜମିଦାର ପ୍ୟାଲେସ ହୋଟେଲରେ ୩ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଅମିତ ଅଗ୍ରୱାଲ ଗିରଫ । ଅମିତକୁ ମଧ୍ୟପ୍ରଦେଶ ଇନ୍ଦୋରରୁ ଗିରଫ କରିଛି ସିବିଆଇ । ସିବିଆଇ କୋର୍ଟରେ ଅଭିଯୁକ୍ତ ଅମିତକୁ ହାଜର କରି ୧୪ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ସିବିଆଇ । ୨୦୧୩ ଡିସେମ୍ବରରେ ଘଟିଥିଲା ଏହି ହତ୍ୟାକାଣ୍ଡ । ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଥିଲା ଅମିତ । ଏହି ହତ୍ୟାକାଣ୍ଡକୁ ଓଡ଼ିଶା ପୋଲିସ ଆତ୍ମହତ୍ୟାର ରୂପ ଦେଇଥିଲା । ଏହି ଘଟଣାରେ ୩ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.