ସଡୁକୁ ହତ୍ୟା ଉଦ୍ୟମ କଲା ସଡୁ : ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ

Published By : Prameya-News7 Bureau | March 17, 2019 IST

  ଗଞ୍ଜାମ ୧୭/୩: ସଡୁକୁ ହତ୍ୟା ଉଦ୍ୟମ କରିଛି ସଡୁ। ଧାରୁଆ ଅସ୍ତ୍ରରେ ଛାତିକୁ ଆକ୍ରମଣ କରିଛି।  ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛି। ଗୁରୁତର ବ୍ୟକ୍ତି ହେଲେ ଦାନବନ୍ଧୁ  ମହାନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ହୋଇଛି।  ଏହି ଅଭାବନୀୟ ଘଟଣା ଘଟିଛି ପାଟପୁର ଥାନା ଅନ୍ତର୍ଗତ ଗୁଣସଗାର ଗାଁରେ। ଆକ୍ରମଣକାରୀ ସଡୁ ଦିବାକର ନାହାକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.