Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୂର୍ମୁଷ ଅବସ୍ଥାରେ ଉଦ୍ଧାର କୁଟୁରାର ମୃତ୍ୟୁ

13/02/2019 at 10:53 AM

କଳାହାଣ୍ଡି ୧୩|୨:  କଳାହାଣ୍ଡି ନାରେଙ୍ଗ ଖୋଲା ନିକଟରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଥିବା କୁଟୁରାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଜଙ୍ଗଲରୁ ଚାଲି ଆସିଥିବା କୁଟୁରା କୁକୁରମାନଙ୍କ ଦ୍ବାରା ଆକ୍ରମଣର ଶୀକାର ହୋଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ବିଶେଶ୍ବର ସାହୁ କୁଟୁରାକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ । କୁଟୁରା ମୃତ୍ୟୁ ପରେ ବନ ବିଭାଗକୁ ସୂଚନା ଦିଆଯାଇଛି ।

   Related Posts