ମୂର୍ମୁଷ ଅବସ୍ଥାରେ ଉଦ୍ଧାର କୁଟୁରାର ମୃତ୍ୟୁ
13/02/2019 at 10:53 AM

କଳାହାଣ୍ଡି ୧୩|୨: କଳାହାଣ୍ଡି ନାରେଙ୍ଗ ଖୋଲା ନିକଟରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଥିବା କୁଟୁରାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଜଙ୍ଗଲରୁ ଚାଲି ଆସିଥିବା କୁଟୁରା କୁକୁରମାନଙ୍କ ଦ୍ବାରା ଆକ୍ରମଣର ଶୀକାର ହୋଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ବିଶେଶ୍ବର ସାହୁ କୁଟୁରାକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ । କୁଟୁରା ମୃତ୍ୟୁ ପରେ ବନ ବିଭାଗକୁ ସୂଚନା ଦିଆଯାଇଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021