Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଦରମା ନପାଇ ତାତିଲେ ସଫେଇ କର୍ମଚାରୀ : ଅଫିସରେ ଅଳିଆ ପକାଇ କଲେ ଅଭିନବ ବିରୋଧ

13/11/2019 at 10:06 AM

ବାରିପଦା ୧୩/୧୧: ବାରିପଦା ମ୍ୟୁନିସିପାଲିଟିରେ ସଫେଇ କର୍ମଚାରୀମାନେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ୨ମାସ ଧରି ଦରମା ନପାଇ ଅତିଷ୍ଠ ହୋଇ କରିଛନ୍ତି ଏଭଳି କାମ।

ଗରିବ ସଫେଇ କର୍ମଚାରୀ ଟିଏ ସକାଳ ହେଵା ମାତ୍ରେ ମଳ-ମୂତ୍ର ଘାଣ୍ଟି ଲାଗିପଡନ୍ତି ଆମ ପରିବେଶକୁ ସଫାସୁତୁରା ରଖି ଆମ ମାନଙ୍କୁ ଏକ ସୁସ୍ଥ ସମାଜ ଦେବା ଲାଗି। ହେଲେ ଦୈନିକ ମଜୁରୀ ଦରରେ ସେମାନେ ସେମାନଙ୍କ ପ୍ରାପ୍ୟ ପଆନ୍ତି ସେ ପୁଣି ମାସକରେ ଥରେ। ସେଇଥିରେ ଚଳେ ତାଙ୍କର ୫ପ୍ରଣୀ ପରିବାର। ହେଲେ ବାରିପଦା ମ୍ୟୁନିସିପାଲିଟିର ଅବହେଳା ଓ ଦୂର୍ନିତୀଗ୍ରସ୍ତ ଅଧିକାରୀ ଙ୍କ ଲାଗି ୨ମାସ ହେଲା ଏମାନେ ପାଇନାହାନ୍ତି ଦରମା। ଅଭାବରେ ଅବସ୍ଥା ଅଚଳ ହେବାରୁ ଆଜି ଜିଲ୍ଲାପାଳ ଅଫିସ୍, ମ୍ୟୁନିସିପାଲିଟି ଅଫିସ୍ ଓ ଏଡିଏମ ଅଫିସ୍ ପରିସରରେ ଅଳିଆ ଢାଳି ଅଭିନବ ପନ୍ଥାରେ ନିଜ ଦାବୀ ଜଣାଇଛନ୍ତି। ସେମାନଙ୍କ ଦରମା ସଠିକ୍ ସମୟରେ ମିଳିବା ସହିତ ଦାବୀ ତୁରନ୍ତ ପୂରଣ ନ ହେଲେ ସେମାନେ ଆଗକୁ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts