Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ବଲାଙ୍ଗୀରରେ ଆରମ୍ଭ ହେଲା ମୁଁ ହିରୋ କାର୍ଯ୍ୟକ୍ରମ

4/09/2018 at 2:56 PM

ବଲାଙ୍ଗୀର ୪/୯ : ବେକାର ଯୁବକ ଯୁବତୀଙ୍କୁ ନୂଆଁ ରାହା ଦେଖାଉଛି ମୁଁ ହିରୋ କାର୍ଯ୍ୟକ୍ରମ। ଆଜି ବଲାଙ୍ଗୀର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ହୋଇଛି ଉଦଘାଟନ। ବଲାଙ୍ଗୀର ଜିଳ୍ଲାପାଳ କରିଛନ୍ତି ମୁଁ ହିରୋ କାର୍ଯ୍ୟକ୍ରମର ଉଦଘାଟନ। ସ୍ଥାନିୟ ଜିଳ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯିବା ସହ ମୁଁ ହିରୋ ଗାଡି ବଲାଙ୍ଗୀର ଜିଳ୍ଳା ର ବିଭିନ୍ନ ବ୍ଲକ ବୁଲିବାର ରହିଛି କାର୍ଯ୍ୟକ୍ରମ। ଏ ଅବସରରେ ବଲାଙ୍ଗୀର ଗର୍ବଗୌରବ ଆଣିଥିବା ଦୁଇ ଜଣ ମହିଳା କ୍ରୀକେଟର ଓ ଜଣେ ନୃତ୍ୟଙ୍ଗନା ଙ୍କ ସହ ବହୁ ବ୍ୟକ୍ତି ବିଶେଷ ଙ୍କୁ କରାଯାଇଛି ସମ୍ବର୍ଦ୍ଧନା। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମି ଦିନରେ ଯୁବକ ଯୁବତୀଙ୍କ ପାଇଁ ଏକ ନୂଆଁ ରାସ୍ତା ତିଆରି କରିବା ରେ ବେଶ ସହଯୋ ଗକରିବ ବୋଲି କହିଛନ୍ତି ସମ୍ବର୍ଦ୍ଧିତ ଯୁବକ ଯୁବତୀ।

   Related Posts