ବଲାଙ୍ଗୀରରେ ଆରମ୍ଭ ହେଲା ମୁଁ ହିରୋ କାର୍ଯ୍ୟକ୍ରମ
4/09/2018 at 2:56 PM

ବଲାଙ୍ଗୀର ୪/୯ : ବେକାର ଯୁବକ ଯୁବତୀଙ୍କୁ ନୂଆଁ ରାହା ଦେଖାଉଛି ମୁଁ ହିରୋ କାର୍ଯ୍ୟକ୍ରମ। ଆଜି ବଲାଙ୍ଗୀର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ହୋଇଛି ଉଦଘାଟନ। ବଲାଙ୍ଗୀର ଜିଳ୍ଲାପାଳ କରିଛନ୍ତି ମୁଁ ହିରୋ କାର୍ଯ୍ୟକ୍ରମର ଉଦଘାଟନ। ସ୍ଥାନିୟ ଜିଳ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯିବା ସହ ମୁଁ ହିରୋ ଗାଡି ବଲାଙ୍ଗୀର ଜିଳ୍ଳା ର ବିଭିନ୍ନ ବ୍ଲକ ବୁଲିବାର ରହିଛି କାର୍ଯ୍ୟକ୍ରମ। ଏ ଅବସରରେ ବଲାଙ୍ଗୀର ଗର୍ବଗୌରବ ଆଣିଥିବା ଦୁଇ ଜଣ ମହିଳା କ୍ରୀକେଟର ଓ ଜଣେ ନୃତ୍ୟଙ୍ଗନା ଙ୍କ ସହ ବହୁ ବ୍ୟକ୍ତି ବିଶେଷ ଙ୍କୁ କରାଯାଇଛି ସମ୍ବର୍ଦ୍ଧନା। ତେବେ ଏଭଳି କାର୍ଯ୍ୟକ୍ରମ ଆଗାମି ଦିନରେ ଯୁବକ ଯୁବତୀଙ୍କ ପାଇଁ ଏକ ନୂଆଁ ରାସ୍ତା ତିଆରି କରିବା ରେ ବେଶ ସହଯୋ ଗକରିବ ବୋଲି କହିଛନ୍ତି ସମ୍ବର୍ଦ୍ଧିତ ଯୁବକ ଯୁବତୀ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021