IPL ମ୍ୟାଚ୍‌ ୧୩ : ଟସ୍‌ ଜିତିଲା ମୁମ୍ବାଇ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | April 20, 2021 IST

ଚେନ୍ନାଇ ୨୦/୦୪ : ଆଇପିଏଲ ୨୦୨୧ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଅଭିଜ୍ଞ ରୋହିତଙ୍କୁ ଚ୍ୟାଲେଞ୍ଜ ଦେବେ ନବାଗତ ଋଷଭ ପନ୍ତ ।

ମୁମ୍ବାଇ ଏକାଦଶ : କ୍ୱିଣ୍ଟନ୍ ଡିକକ୍ (ୱିକେଟ୍ ରକ୍ଷକ), ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଜୟନ୍ତ ଯାଦବ, ଜସପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ

ଦିଲ୍ଲୀ ଏକାଦଶ : ପୃଥ୍ବୀ ସ, ଶିଖର ଧାୱନ, ଷ୍ଟିଭେନ୍ ସ୍ମିଥ୍, ଋଷଭ ପନ୍ତ (ୱିକେଟ୍ ରକ୍ଷକ / ଅଧିନାୟକ), ମାର୍କସ୍ ଷ୍ଟୋଇନିସ୍, ସିମ୍ରନ୍ ହେଟମାୟର, ଲଲିତ ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ୍, କାଗିସୋ ରାବାଡା, ଅମିତ ମିଶ୍ରା, ଆବେଶ ଖାନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.