ମୁମ୍ବାଇର ୱୋକାର୍ଡ ହସ୍ପିଟାଲର ୨୬ ନର୍ସ ଏବଂ ତିନିଜଣ ଡାକ୍ତର କରୋନା ପଜିଟିଭ୍
6/04/2020 at 1:28 PM

ମୁମ୍ବାଇ ୦୬/୦୪ : କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି |ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୬୦ହଜାରରୁ ଅଧିକ ହୋଇଥିବା ବେଳେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱ କରୋନା ଯୋଗୁଁ ଭୟଭୀତ ହୋଇ ରହିଛି | ଦେଶରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି | ଦେଶରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି |
ଆଜି ମୁମ୍ବାଇର ୱୋକାର୍ଡ ହସ୍ପିଟାଲର ୨୬ ନର୍ସ ଏବଂ ତିନିଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୨୬ ଜଣ ନର୍ସ ଓ ୩ ଜଣ ଡାକ୍ତର କରୋନା ପଜିଟିଭ ହୋଇଥିବା ଜଣାପଡିବା ପରେ ସମଗ୍ର ହସ୍ପିଟାଲକୁ କ୍ଵାରେଣ୍ଟାଇନ ଜୋନ୍ ଘୋଷଣା କରାଯାଇଛି।
Related Posts
ଜିଦ୍ରେ ଅଟଳ ଚାଷୀ ! ମାରାଥନ ଆଲୋଚନା ପରେ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ
21 January 2021
Hawk-i ବିମାନରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କଲେ HAL
21 January 2021