Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମାୟାନଗରୀ : ଉବୁଟୁବୁ ମୁମ୍ୱାଇ, ଆଗକୁ ଆହୁରି ବର୍ଷିବ

9/06/2021 at 11:26 AM

ମୁମ୍ବାଇ୯/୬: ମାୟାନଗରୀ ବର୍ଷିଛି ମୌସୁମୀର ପ୍ରଥମ ବର୍ଷା । ମୌସୁମୀର ଆଗମନ ସହ ମୁମ୍ବାଇ ପାଇଁ ବି ବାଜିଛି ସତର୍କ ଘଣ୍ଟି । ଆସନ୍ତା ୨୪ ଘଣ୍ଟାରେ ଆହୁରି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ସମୁଦ୍ରରେ ଉଚ୍ଚ ଜୁଆର ବୃଦ୍ଧି ହେବାର ଏକ ଆକଳନ କରାଯାଇଛି । ସକାଳ ୧୧.୪୩ ରେ ଉଚ୍ଚ ଜୁଆର ଉଠିବାର ବି ସମ୍ଭାବନା ରହିଛି ।

ଏଭଳି ପରିସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ଭାବେ ସମୁଦ୍ରକୂଳିଆଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆଇଏମଡି ମୁମ୍ବାଇର ଡେପୁଟି ଡାଇରେକ୍ଟର ଜେନେରାଲ ଡକ୍ଟର ଜୟନ୍ତ ସାର୍କ କହିଛନ୍ତି ଯେ ଦିନକ ପୂର୍ବରୁ ମୌସୁମୀ ମୁମ୍ବାଇରେ ପହଞ୍ଚିଛି । ଜୁନି ୧୦ରେ ମୌସୁମୀ ଛୁଇଁବା ନେଇ ଆକଳନ କରାଯଇଥିଲା । ମୌସୁମୀର ପ୍ରଥମ ବର୍ଷା ମୁମ୍ବାଇକୁ ପାଣି ପାଣି କରିଦେଇଛି । ଅନେକ ଅଞ୍ଚଳରେ ରାସ୍ତା ଜଳମଗ୍ନ ହୋଇଯାଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ମଧ୍ୟ ବ୍ୟାହତ ହୋଇଥିଲା ।

   Related Posts