Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||

ଲିପ୍ଟରେ ଚାପି ହୋଇ କୋହିନୂର ଇଲେକଟ୍ରନିକ୍ସ ନିର୍ଦେଶକଙ୍କ ମୃତ୍ୟୁ, ଅଳ୍ପକେ ବର୍ତିଲେ ଝିଅ ରେସମା

8/09/2020 at 4:30 PM

ମୁମ୍ବାଇ ୦୮/୦୯: ଦେଶର ଲୋକପ୍ରିୟ କୋହିନୂର ଇଲେକଟ୍ରନିକ୍ସର ନିର୍ଦେଶକ ଓ ବ୍ୟବସାୟୀ ବିଶାଳ ମେଓ୍ବାନିଙ୍କ ମୃତ୍ୟୁ ଘଟିଛି। ଲିଫ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟିବା ଦିନ ସେ ତାଙ୍କ ସାଙ୍ଗଙ୍କ ଘରକୁ ଝିଅ ସହ ଯାଇଥିଲେ।

ତଦନ୍ତରୁ ଜଣାପଡ଼ିଛି ଗତ ରବିବାର ସନ୍ଧ୍ୟାରେ ସେ ତାଙ୍କ ସାଙ୍ଗ ପାଖକୁ ଯାଇଥିଲେ। ମୁମ୍ବାଇର ଓ୍ବର୍ଲି ଇଲାକାରେ ତାଙ୍କ ସାଙ୍ଗ ଟୁ ଷ୍ଟୋରି ବିଲଡିଂରେ ରହନ୍ତି। ୪୬ ବର୍ଷୀୟ ମେଓ୍ବାନିଙ୍କ ଦାନ୍ତରେ ସମସ୍ୟା ଥିଲା। ତାଙ୍କ ସାଙ୍ଗ କୌଣସି ଦାନ୍ତ ଡାକ୍ତରଙ୍କ ପରାମର୍ଶ ଦେବେ‌ ବୋଲି ସେ ତାଙ୍କ ଝିଅ ସହିତ ସେଠାକୁ ଆସିଥିଲେ। ସେ ବିଲଡିଂ ଉପରକୁ ଯିବା ପାଇଁ ନୁଇ ନମ୍ବର ବଟମ ଦବାଇଥିଲେ ମାତ୍ର ଫୋନରେ କଥା ହୋଇ ଲିଫ୍ଟ ଆସିବା ପୂର୍ବରୁ ସେ ଲିଫ୍ଟର ସାଫ୍ଟରେ ଫସିଗଲେ।  ସେ ବାହାରକୁ ବାହାରିବା ପୂର୍ବରୁ ଆଉ ଗୋଟେ ଲିଫ୍ଟ ଆସିଗଲା ଓ ସେ ଦବିଗଲେ। ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ‌ତେବେ ଏ ଘଟଣା ଘଟିବାର ୩୦ ମିନିଟ୍ ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ।

   Related Posts