Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମହିଳାଙ୍କ ଗାଧୋଇବା ଫଟୋ ଉଠାଇ ଗିରଫ ହେଲେ ଆଇଆଇଟି ଛାତ୍ର , ମୋବାଇଲରୁ ମିଳିଲା ଅନେକଙ୍କ କ୍ଲିପ୍

25/02/2019 at 12:41 PM

ମୁମ୍ୱାଇ ୨୫|୨: ଆଇଟିଆଇ ମୁମ୍ୱାଇରେ ପଢୁଥିବା ୩୪ ବର୍ଷର ଜଣେ ଛାତ୍ର ଅନ୍ୟମାନଙ୍କ ଗାଧୋଇବା ଫଟୋ ଉଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ଅବିନାଶ କୁମାର ଯାଦବଙ୍କ ବିରୋଧରେ ୩୫୪ ଧାରା ଲାଗିଛି। ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା କପୁରବାୱଡି ପୋଲିସ କହିଛି ।

ମହିଲା ଅବିଯୋଗ କରିଥିଲେଯେ ଶୁକ୍ରବାର ଦିନ ଗାଧୋଇବା ବେଳେ ତାଙ୍କ ବାଥରୁମ ଝରକା ପାଖରୁ ଏକ ମୋବାଇଲ ମିଳିଥିଲା। ବାଥରୁମରୁ ମୋବାଇଲ ମିଳିଲା ପରେ ସେ ତାଙ୍କ ସ୍ୱାମୀଙ୍କୁ ଏହି ବିଷୟରେ କହିଥିଲେ। ଅଭିଯୁକ୍ତ ବାଥରୁମ ଝରକା ପାଖରେ ଫୋନ ରଖିଦେଇ ଦୌଡି ପଳାଉଥିବା ସଂପୃକ୍ତ ମହିଳା ଓ ତାଙ୍କ ସ୍ବାମୀ ମଧ୍ୟ ଦେଖିଥିଲେ । ତେବେ ଆଖ ପାଖ ଲୋକେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଅବିନାଶ କୁମାରଙ୍କ ଫୋନ୍‌ରୁ ସେହି ବିଲଡିଙ୍ଗର ଅନେକ ମହିଳାଙ୍କ ଗାଧୋଇବା ସମୟର ଭିଡିଓ କ୍ଲିପ ମଧ୍ୟ ମିଳିଥିଲା।

ଏଭଳି ଗୃଣ୍ୟ କାମ କରୁଥିବା ଲୋକଙ୍କୁ ବିକୃତ ମସ୍ତିଷ୍କ ବୋଲି କୁହାଯାଏ। ଏହି ଖବର ବିଷୟରେ ଲୋକେ ଜାଣିଲା ପରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକେ ଅଭିଯୁକ୍ତ ଉପରେ ବହୁତ ରାଗିଥିଲେ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

   Related Posts