Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅନଶନରେ ବସିବେ ମୁକ୍ତିକାନ୍ତ

1/07/2018 at 7:18 AM

ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯାଇଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜିଠାରୁ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନ କରିବେ | ଏଠାରେ ଅନଶନ କରିବାକୁ ସଂସଦ ମାର୍ଗ ଥାନା କର୍ତୃପକ୍ଷ ମନା କରିବାରୁ ରାମଲୀଳା ମୈଦାନରେ ଅନଶନ କରିବାକୁ ସ୍ଥାନୀୟ ଥାନାରେ ଆବେଦନ କରିଥିଲେ | ତେବେ ସେଠାରେ ମଧ୍ୟ ମୁକ୍ତିକାନ୍ତଙ୍କୁ ନିରାଶ ହେବାକୁ ପଡିଛି | ଅନୁମତି ମିଳିନଥିଲେ ମଧ୍ୟ ସେ ଜନ୍ତର ମନ୍ତରରେ ଅନଶନ କରିବେ ବୋଲି ଜଣା ପଡିଛି |

   Related Posts