Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଜାମିନ୍ ପାଇଁ ଆସିଥିବା ମୁଦାଲାଙ୍କ କୋର୍ଟ ପରିସରରେ ମୃତ୍ୟୁ

9/01/2019 at 3:01 PM

କେନ୍ଦ୍ରାପଡା ୯|୧: କୋର୍ଟ ପରିସରରେ ମୁଦାଲାଙ୍କ ମୃତ୍ୟୁ। ଜାମିନ୍ ପାଇବାକୁ ଯାଇ କୋର୍ଟ ପରିସରରେ ଜଣେ ମୁଦାଲାଙ୍କ ମୃତ୍ୟୁ ହୋଇଛି | ମୃତକ ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ବଡତୋଟା ଗ୍ରାମର ଅଭୟ ମଲିକ ।

ସୂଚନା ଅନୁସାରେ ୨୦୧୫ ମସିହାରେ ଏକ ମାମଲାରେ ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ବଡତୋଟା ଗାଁର ଅଭୟ ମଲିକ ଏବଂ ତାଙ୍କ ଗ୍ରାମର ଅନ୍ୟ ୨୨ଜଣ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟକୁ ଜାମିନ୍ ନେବା ପାଇଁ ଆସିଥିଲେ | ସେଠାରେ ପହଂଚି ଅଫିସ କାଗଜପତ୍ର କାମ ଚାଲିଥିବା ବେଳେ ଅଭୟ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ | କିଛି ସମୟ ପରେ ଅଭୟ ଘଟଣାସ୍ଥଳରେ ଟଳି ପଡିଥିଲେ | ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ | ତେବେ ପୂର୍ବରୁ ଅଭୟଙ୍କର କୌଣସି ରୋଗ ଅଥବା ଅସୁସ୍ଥତା ନଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି |

   Related Posts