MSP ବିବାଦ
6/07/2018 at 1:56 AM

MSP ବିବାଦ । କେନ୍ଦ୍ର ସରକାର ଧାନ ସମେତ ୧୪ଟି କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ବିୃଦ୍ଧି କରିଥିଲେ ମଧ୍ୟ ବିବାଦ ଥମିନି । ଆମ ରାଜ୍ୟରେ ଧାନର ଉତ୍ପାଦନ ଖର୍ଚ୍ଚକୁ ଅନ୍ୟ ରାଜ୍ୟର ଉତ୍ପାଦନ ଖର୍ଚ୍ଚ ସହ ତୁଳନା କରି କେନ୍ଦ୍ରର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ରାଜ୍ୟ ସରକାର ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021