Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଟି୨୦ ବିଶ୍ୱକପରେ ଖେଳିବେନି ଧୋନୀ ! ଟ୍ୱିଟରରେ କହିଲେ ଏହି କ୍ରିକେଟର

22/03/2020 at 2:48 PM

ନୂଆଦିଲ୍ଲୀ, ୨୨|୦୩ ମହେନ୍ଦ୍ର ସିଂ ଧୋନୀ ଟି୨୦ ବିଶ୍ୱକପରେ ଖେଳିବେ ନା ନାହିଁ ସେନେଇ ସସପେନ୍ସ ଲାଗି ରହିଛି। ଏହାକୁ ନେଇ ଫ୍ୟାନ, ପୂର୍ବତନ ଖେଳାଳି ଓ କ୍ରିକେଟ ଏକ୍ସପର୍ଟ ବିଭିନ୍ନ ଅନୁମାନ ଲଗାଉଛନ୍ତି। ତେବେ ଅନେକ କ୍ରିକେଟ ବିଶେଷଜ୍ଞ ଧୋନୀଙ୍କ କ୍ୟାରିଅର ଶେଷ ହୋଇଯାଇଥିବା କହିଛନ୍ତି। ଟି୨୦ ବିଶ୍ୱକପ ଯେତେ ନିକଟତର ହେଉଛି ସେତେ ଧୋନୀଙ୍କ ବିରୋଧରେ ବୟାନବାଜି ହେଉଛି। ବିରେନ୍ଦ୍ର ସେହ୍ୱାଗ, ସୁନିଲ ଗାଭାସ୍କରଙ୍କ ପରେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ବ୍ରାଡ୍ ହଗ୍ ମଧ୍ୟ ଧୋନୀଙ୍କ ପ୍ରତ୍ୟାବର୍ତନ କଷ୍ଟକର ବୋଲି କହିଛନ୍ତି।

ଟ୍ୱିଟରରେ ବ୍ରାଡ୍ ହଗ୍ କହିଛନ୍ତି ଯେ, ଧୋନୀଙ୍କୁ ଟି୨୦ ବିଶ୍ୱକପରେ ସ୍ଥାନ ମିଳିବ ନାହିଁ। ସେ ଅନ୍ୟରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିଛନ୍ତି ଓ ଅଭ୍ୟାସ ମଧ୍ୟ କରୁନାହାଁନ୍ତି ବୋଲି ହଗ୍ କହିଥିଲେ।

ସେ ଟ୍ୱିଟ କରି ଲେଖିଛନ୍ତି, ଏବେ ଆଇପିଏଲର ପ୍ରଦର୍ଶନ ବାକି ରହିଛି। ସେ ଗତ କିଛି ଦିନ ହେଲା ବହୁତ କମ ଅନ୍ତର୍ଯାତୀୟ ମ୍ୟାଚ ଖେଳିଛନ୍ତି। ଆଇପିଏଲ ହେଲେ ଅଧିକାଂଶ ମ୍ୟାତ ସେ ଚେନ୍ନାଇରେ ଖେଳିବେ। ଧୋନୀଙ୍କୁ ଟି୨୦ ବିଶ୍ୱକପରେ ସ୍ଥାନ ମିଳିବା ଅନୁଚିତ।

   Related Posts