Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚହରଙ୍କ ବଲରେ ଛକ୍କା ମାରିଲେ ମାହି, ମ୍ୟାଚ୍ ପୂର୍ବରୁ ଏଭଳି ଅନ୍ଦାଜ ଦେଖି ଉତ୍ସାହୀତ ଫ୍ୟାନ୍ସ

13/09/2021 at 2:24 PM

ନୂଆଦିଲ୍ଲୀ ୧୩/୦୯: ଏଥର ପୁଣି IPLରେ ଜମିବ ଛକା ଚୌକାର ବର୍ଷା । ମାହିଙ୍କ ବ୍ୟାଟରୁ ପୁଣିଥରେ ଦେଖିବାକୁ ମିଳିପାରେ ହେଲକପ୍ଟର ସର୍ଟ । ଏହାର ପୂର୍ବରୁ ସେ ଦେଖାଇଦେଲେଣି ଝଲକ୍ । ନେଟ୍ ପ୍ରାକ୍ଟିସରେ ଖୁବ ବୁହାଉଛନ୍ତି ଝାଳ । ଧୋନୀଙ୍କ ବିଶାଳ ଛକାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଧୋନୀ ଚହରଙ୍କ ବଲରେ ଏକ ଛକା ମାରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତରଫରୁ ଭିଡିଓଟିକୁ ସୋସିଆଲ ମିଡିଆରେ ସାୟାର କରାଯାଇଛି । ସୂଚନା ଥାଉକି, ଆସନ୍ତା ୧୯ ତାରିଖରୁ ୟୁଏଇରେ ଖେଳାଯିବ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ୍ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ମୁମ୍ବାଇ ।

ଚେନ୍ନାଇ ଟିମ୍ ୟୁଏଇରେ ପହଞ୍ଚି ପ୍ରାକ୍ଟିସ ଆରମ୍ଭ କରିଥିବା ବେଳେ ଧୋନୀ କିନ୍ତୁ ଫରଫରମାନ୍ସକୁ ଫେରିବାକୁ ଖୁବ କରିଛନ୍ତି ଅଭ୍ୟାସ । ଦୀର୍ଘ ସମୟ ଧରି କ୍ରିଜରେ ପ୍ରାକ୍ଟିସ କରୁଛନ୍ତି ପ୍ରାକ୍ଟିସ । ଭିଡ଼ିଓରେ ଧୋନୀ, ରୈନା, ୠତୁରାଜ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଦୀପକ ଚହର ବୋଲିଂ କରୁଥିବା ବେଳେ ଧୋନୀ ବଡ ବଡ ସଟ୍ ମାରୁଥିବାର ଦେଖିବାକୁ ମିଳିଛି ।

   Related Posts