ଚହରଙ୍କ ବଲରେ ଛକ୍କା ମାରିଲେ ମାହି, ମ୍ୟାଚ୍ ପୂର୍ବରୁ ଏଭଳି ଅନ୍ଦାଜ ଦେଖି ଉତ୍ସାହୀତ ଫ୍ୟାନ୍ସ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯: ଏଥର ପୁଣି IPLରେ ଜମିବ ଛକା ଚୌକାର ବର୍ଷା । ମାହିଙ୍କ ବ୍ୟାଟରୁ ପୁଣିଥରେ ଦେଖିବାକୁ ମିଳିପାରେ ହେଲକପ୍ଟର ସର୍ଟ । ଏହାର ପୂର୍ବରୁ ସେ ଦେଖାଇଦେଲେଣି ଝଲକ୍ । ନେଟ୍ ପ୍ରାକ୍ଟିସରେ ଖୁବ ବୁହାଉଛନ୍ତି ଝାଳ । ଧୋନୀଙ୍କ ବିଶାଳ ଛକାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଯେଉଁଥିରେ ଧୋନୀ ଚହରଙ୍କ ବଲରେ ଏକ ଛକା ମାରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତରଫରୁ ଭିଡିଓଟିକୁ ସୋସିଆଲ ମିଡିଆରେ ସାୟାର କରାଯାଇଛି । ସୂଚନା ଥାଉକି, ଆସନ୍ତା ୧୯ ତାରିଖରୁ ୟୁଏଇରେ ଖେଳାଯିବ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ୍ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ମୁମ୍ବାଇ ।

wp:html
/wp:html

ଚେନ୍ନାଇ ଟିମ୍ ୟୁଏଇରେ ପହଞ୍ଚି ପ୍ରାକ୍ଟିସ ଆରମ୍ଭ କରିଥିବା ବେଳେ ଧୋନୀ କିନ୍ତୁ ଫରଫରମାନ୍ସକୁ ଫେରିବାକୁ ଖୁବ କରିଛନ୍ତି ଅଭ୍ୟାସ । ଦୀର୍ଘ ସମୟ ଧରି କ୍ରିଜରେ ପ୍ରାକ୍ଟିସ କରୁଛନ୍ତି ପ୍ରାକ୍ଟିସ । ଭିଡ଼ିଓରେ ଧୋନୀ, ରୈନା, ୠତୁରାଜ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଦୀପକ ଚହର ବୋଲିଂ କରୁଥିବା ବେଳେ ଧୋନୀ ବଡ ବଡ ସଟ୍ ମାରୁଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.