Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଠାରୁ ପାଣିରେ ବୁଡିଯାଇ ଥିଲେ ନିଖୋଜ

5/08/2020 at 12:24 PM

ସାଲେପୁର ୦୫।୦୮: କେନାଲରେ ବୁଡି ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତକ ଅଂଶୁମାନ ସାମଲ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି , ଏବଂ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

ସୂଚନାଯୋଗ୍ୟ ଯେ,  ମଙ୍ଗଳବାର ଦିନ କଟକ ଜିଲ୍ଲା ପଟ୍ଟାମୁଣ୍ଡାଇ କେନାଲର ଗୋପୀନାଥପୁର ଜୋରପାରି ଠାରେ ଜଣେ ଛାତ୍ର ଗାଧୋଉଥିବା ନିଖୋଜ ହୋଇଯାଇଥିଲେ । ନିଖୋଜ ଛାତ୍ର ଜଣଙ୍କ ଗୋପୀନାଥପୁର ଜୋରପାରିର ନିର୍ମଳ ସାମଲଙ୍କ ପୁଅ ଅଂଶୁମାନ ସାମଲ। ନିଖୋଜ ପରଠାରୁ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଖୋଜାଖୋଜି କରିଥିଲେ , କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା । ଆଜି ସକାଳୁ ପୁନର୍ବାର ଆସି ମଧ୍ୟ ଖୋଜାଖୋଜି କରିଥିଲେ । ଏହି ସମୟରେ ଅଂଶୁମାନଙ୍କ ମୃତଦେହକୁ ରାମେଶ୍ବର କେନାଲ ପୋଲ ନିକଟରୁ ଉଦ୍ଧାର କରିଯାଇଥିଲା । ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ତଳରେ ପହଞ୍ଚିଥିଲା । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିଟକସ୍ଥ ମେଡିକାଲକୁ ପଠାଇଛି।

   Related Posts