ରେଳ ଧାରଣା କଡରୁ ମୃତଦେହ ଉଦ୍ଧାର, ଟ୍ରେନ୍ ଧକ୍କା ଦେଇଥିବା ସୂଚନା

Published By : Prameya-News7 Bureau | July 13, 2021 IST

ନୂଆପଡା ୧୩।୭: ରେଳ ଧାରଣା କଡରୁ ଜଣଙ୍କ ମୃତଦେହ ଉଦ୍ଧାର । ନିଜାମୁଦ୍ଦିନ-ବିଶାଖାପାଟଣା ଯାଉଥିବା ସମତା ଏକ୍ସପ୍ରେସ ଧକ୍କା ଦେଇଥିବା ସୂଚନା ମିଳିଛି । ଖରିଆର ରୋଡରୁ ନୂଆପଡା ମଝିରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ସ୍ଥାନୀୟ ପଟପରପାଲି ଗାଁର ନରେଶ ପ୍ରସାଦ ପଣ୍ଡା । ଖବର ପାଇ ଘଟଣାସ୍ଥଳରେ ଖରିଆର ରୋଡ୍ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.