ମୁଣ୍ଡ ବୁଲାଇବାରୁ ଖସି ପଡ଼ିଲେ କୂଅରେ, ଦମକଳ ବାହିନୀ ପହଞ୍ଚି ଉଦ୍ଧାର କଲା ମୃତଦେହ

Published By : Prameya-News7 Bureau | October 31, 2021 IST

ଗଞ୍ଜାମ, ୩୧।୧୦:  ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବଡଦାଣ୍ଡ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଯୋଗୀ ସାସମଲ (ବୟସ ୫୫) ନାମକ ଆଜି ଅପରାହ୍ନରେ ବଡଦାଣ୍ଡ ସାହି ସ୍ଥିତ ଗୋପୀନାଥ ମନ୍ଦିର ପାଖରେ ଥିବା କୂଅ ପାଖରେ ବସିଥିଲା ବେଳେ ମୁଣ୍ଡ ବୁଲେଇବାରୁ କୂଅରେ ପଡି ଯାଇଥିଲା ବେଳେ ସ୍ଥାନୀୟ ଦମକଳ ବାହିନୀ ପହଂଚି କୂଅ ଭିତରୁ ଯୋଗୀକୁ ବାହାର କରିଲା ବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ  | ଘଟଣା ସ୍ଥଳରେ କୋଦଳା ପୋଲିସ ପହଂଚି ୟୁ ଡି କେଶ ନମ୍ବର ୨୪/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.