Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନଦୀରେ ଭାସୁଛି ନବଜାତକର ମୃତଦେହ, ପେଟିରେ ପୁରାଇ ଫିଙ୍ଗାଯାଇଛି !

26/01/2021 at 10:41 AM

ଭଦ୍ରକ, ୨୬/୦୧:  ନଦୀରେ ଭାସୁଛି ନବଜାତ ଶିଶୁ ପୁତ୍ରର ମୃତଦେହ । ଶାଢ଼ୀରେ ଘୋଡାଇ ପେଟି ଭିତରେ ପୁରାଇ କେହି ଶିଶୁ ପୁତ୍ରକୁ ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନାଅନୁସାରେ, ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଗବସାହି ଘାଟ ନିକଟରେ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହା ଦେଖିଥିଲେ । ତେବେ ଶିଶୁ ପୁତ୍ରଟି ନବଜାତକ ବୋଲି ସୂଚନା ମିଳିଛି । ଏମିତି କି ତାର ନାଭି ମଧ୍ୟ କଟାଯାଇ ନାହିଁ ।

ତେବେ ଶିଶୁ ପୁତ୍ରକୁ ଶାଢ଼ୀରେ ଘୋଡାଇବା ପରେ ଏକ ପେଟିରେ ଭର୍ତ୍ତି କରି ନଦୀକୁ ଫିଙ୍ଗା ଯାଇଛି ବୋଲି ସନ୍ଦେହ କରାଯାଉଛି । ପେଟିଟି ଭାସିଯାଇଥିବା ବେଳେ ଶାଡୀରୁ ବାହାରି ମୃତଦେହଟି ପାଣି ରେ ଭାସୁଛି ।

   Related Posts