ୟୁବୋଦୟ ବିଜ୍ଞାନ କଲେଜରୁ ମିଳିଲା ବିଜ୍ଞାନ ବିଭାଗ ଛାତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

Published By : Prameya-News7 Bureau | October 26, 2021 IST

ବଲାଙ୍ଗୀର, ୨୬/୧୦: ବଲାଙ୍ଗୀର ସକମା ଗ୍ରାମ ସ୍ଥିତ ୟୁବୋଦୟ ବିଜ୍ଞାନ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ କଲେଜ୍‌ର ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ମୃତ ଛାତ୍ରୀଙ୍କର ନାମ ଆଶା ମେହେର ।ସେ ବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ ।ଏନେଇ ଲୋଇସିଂହା ପୋଲସ ତଦନ୍ତ ଆରମ୍ଭ କରିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.