Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ

28/01/2021 at 3:15 PM

ଧାମନଗର,୨୮/୦୧: ରାସ୍ତା ମରାମତିକରଣ ବେଳେ ନିମ୍ନମାନର କାର୍ଯ୍ୟ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଏମିତିକି ରାସ୍ତା ମରାମତି ନ ସରୁଣୁ ପିଚୁ ଉଠି ଯାଉଥିଲା । ଅଭିଯୋଗ ପରେ ସାଂସଦ, ବିଭାଗୀୟ ଯନ୍ତ୍ରୀ, ବ୍ଲକ ଅଧକ୍ଷ ଓ ବ୍ଲକ ସଭାପତିଙ୍କ ସହ ଯାଇ ରାସ୍ତା ମରାମତି କାର୍ଯ୍ୟ ତଦାରଖ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ।

 ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତା କାର୍ଯ୍ୟର ତଦାରଖ କରିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ  । ଏହି ରାସ୍ତାର ଲମ୍ବ ପ୍ରାୟ ୬ କିଲୋମିଟର ହୋଇଥିବା ବେଳେ ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ମରାମତିକରଣ କାର୍ଯ୍ୟ ଚାଲିଥିଲା । ତେବେ କେତେକ ସ୍ଥାନରେ ରାସ୍ତାରୁ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା ।

ଏବେ ଭଦ୍ରକ ସାଂସଦ ବିଭାଗୀୟ ଯନ୍ତ୍ରୀଙ୍କୁ ନେଇ ରାସ୍ତା କାର୍ଯ୍ୟର ତଦାରଖ କରିଛନ୍ତି । ତେବେ ରାସ୍ତା କାମ ଠିକ ହେଉଥିବା କହିଛନ୍ତି  ଓ ରାସ୍ତା କାର୍ଯ୍ୟରେ ଠିକାଦାର ସାମନ୍ୟ ଅବହେଳା କରିଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ପିଚୁ ଉଠିଥିବା ସ୍ଥାନର ମରାମତି ହୋଇଛି  ଓ ଆବଶ୍ୟକ ସ୍ଥାନରେ ପୁନଃ ମରାମତି କରାଯିବ । ରାସ୍ତାର ଉଭୟ ପାର୍ଶ୍ୱରୁ ୩ ଫୁଟ ଲେଖାଏଁ ବଢିବା ନେଇ ସାଂସଦ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

   Related Posts