Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

‘ଓଟିଭି ସାମ୍ବାଦିକ ନିର୍ଦ୍ଦୋଷ ନୁହଁନ୍ତି, ସେ ବିବାଦୀୟ ନଗ୍ନ ଭିଡିଓ ଭାଇରାଲ ପଛର ଅଭିଯୁକ୍ତ’, ଜଗି ଓ ବୈଜୟନ୍ତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ଚନ୍ଦ୍ରାଣୀ

16/10/2020 at 10:18 PM

କେନ୍ଦୁଝର, ୧୬|୧୦:  କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି ଏମଡି ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସାଂସଦଙ୍କର ସମ୍ମାନ ହାନୀ କରିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଅଭିଯୋଗ କରିଛନ୍ତି ଯେ, ବିବାଦୀୟ ଭିଡିଓ ପଛରେ ଓଟିଭିର ଜଣେ ସାମ୍ବାଦିକଙ୍କ ହାତ ରହିଛି । ଉଦ୍ଦୋଶ୍ୟମୂଳକ ଭାବେ ଜାଲ୍ ନଗ୍ନ ଭିଡିଓ କରାଯାଇଥିଲା । ଏପରିକି ତାଙ୍କର ସମ୍ମାନହାନି କରିବା ପାଇଁ ଚେଷ୍ଟା କରାଯାଇଥିଲା । ଆଦିବାସୀ ମହିଳା ସାଂସଦ ଭାବେ ସେ ନ୍ୟାୟ ଅପେକ୍ଷାରେ ଥିବା କହିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସାମ୍ବାଦିକ ନାଁରେ ଜଣେ ଅଭିଯୁକ୍ତଙ୍କୁ ଓଟିଭି ଘଣ୍ଟ ଘୋଡାଉଛି । ଜଗି  ଓ ଜୟ ପଣ୍ଡା ଏହାକୁ ଭିନ୍ନ ପ୍ରସଙ୍ଗ କରୁଛନ୍ତି । ଏପରିକି ଜାତୀୟ ଗଣମାଧ୍ୟମରେ ସାମ୍ବାଦିକ ଆକ୍ରମଣ ପ୍ରସଙ୍ଗ ଉଠାଯାଉଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।

   Related Posts