Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କାଠମାଣ୍ଡୁରେ ହେବ କଳ୍ପନା ଦାଶଙ୍କ ମରଶରୀରର ପୋଷ୍ଟମର୍ଟମ, କାଲି ଭୁବନେଶ୍ବର ଅଣାଯିବ ମରଶରୀର

31/05/2019 at 9:02 AM

ଭୁବନେଶ୍ବର ୩୧|୫: ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ଆଜି ପୋଷ୍ଟମର୍ଟମ ହେବ । କାଠମାଣ୍ଡୁରେ କଳ୍ପନାଙ୍କ ପୋଷ୍ଟମର୍ଟମ ହେବ । କାଗଜପତ୍ର କାମ ସାରି ଆସନ୍ତାକାଲି କଳ୍ପନାଙ୍କ ମରଶରୀର ଭୁବନେଶ୍ବର ଫେରିବ । ଗତକାଲି କାଠମାଣ୍ଡୁରେ ପହଞ୍ଚିଥିଲା କଳ୍ପନା ଦାଶଙ୍କ ମରଶରୀର ।

ଏଭେରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର ଠାବ ହେବା ପରେ କାଲି ବେସ କ୍ୟାମ୍ପ ୨ କୁ ଅଣାଯାଇଥିଲା ।ସେଠାରେ ପ।ଗ ଖରାପ ହେବା ଯେ।ଗୁଁ ଗତକାଲି ତଳକୁ ଆଣିବା ସମ୍ଭବ ହେ।ଇପାରି ନଥିଲା ।ସେରପାଙ୍କ କହିବା ମୁତାବକ ମରଶରୀର ରେ ବିଶେଷ କ୍ଷୟକ୍ଷତି ହେ।ଇ ନଥିବାବେଳେ ବେସ କ୍ୟାମ୍ପକୁ ମର ଶରୀର ଅଣାଯାଇଥିଲା ।  

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରୁଥିବାବେଳେ କୌଣସି କାରଣ ବଶତଃ କଳ୍ପନା ଦାଶଙ୍କ ମୃତ୍ୟୁ ହୋଇଥିଲା । କଳ୍ପନାଙ୍କ ଘର ଢେଙ୍କାନାଳରେ ।

   Related Posts