Black is Hot :ସୋସିଆଲ ମିଡିଆରେ ମୌନି ରାୟଙ୍କ ଏହି ଫଟୋ ଦେଖି ଘାଇଲା ହେଲେ ସମସ୍ତେ

Published By : Prameya-News7 Bureau | May 23, 2020 IST

ମୁମ୍ବାଇ ୨୩/୫: କରୋନାଭାଇରସକୁ ରୋକିବା ପାଇଁ ଲକଡାଉନ୍ ଯୋଗୁଁ ମୌନି ରାୟ ବର୍ତ୍ତମାନ ଦୁବାଇରେ ଫସି ରହିଛନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର  ଦୈନନ୍ଦିନ କାର୍ଯ୍ୟକଳାପ ବିଷୟରେ ଅପଡେଟ୍ ସେୟାର କରୁଛନ୍ତି | ସମସ୍ତେ ତାଙ୍କ କେକ୍ ବେକିଂ କରୁଥିବା, ଉପନ୍ୟାସ ପଢ଼ିବା, ଖାଦ୍ୟ ରାନ୍ଧିବା ପୋଷ୍ଟଗୁଡିକରେ ଦେଖୁଛନ୍ତି |

wp:core-embed/instagram {"url":"https://www.instagram.com/p/CAgeAFgnDL_/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAgeAFgnDL_/?utm_source=ig_embed
/wp:core-embed/instagram

ବର୍ତ୍ତମାନ, ସେ ଇନଷ୍ଟାଗ୍ରାମରେ ଏକ ପୋଷା କୁକୁର ସହିତ ଖେଳୁଥିବା ଭିଡିଓ ପୋଷ୍ଟ କରିଛନ୍ତି| ସେ ଏକ ବିଛଣାରେ ବସି ଏକ ସ୍କର୍ଟ ସହ କଳା ଟି-ସାର୍ଟରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି |

{"id":274630,"sizeSlug":"large"}

ୱାର୍କ ଫ୍ରଣ୍ଟ୍ କଥା କହିବା ଯଦି ମୌନି ତାଙ୍କ ଶେଷ ଫିଲ୍ମ ରାଜକୁମାର ରାଓଙ୍କ ସହ 'ମେଡ୍ ଇନ୍ ଚାଇନା'ରେ ଅଭିନୟ କରିଥିଲେ। ମିଖିଲ ମୁସାଲେଙ୍କ ନିର୍ଦେଶନାରେ ଏହି ଫିଲ୍ମ ଗତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିଥିଲା। ସେ ଏବେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ।

{"id":274628,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.