Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ବଲିଉଡରେ ମୌନି

6/08/2018 at 1:24 PM

ଟେଲିଭିଜନ୍ ଦୁନିଆରେ ରାଜୁତି କରିବା ପରେ ଅଭିନେତ୍ରୀ ମୌନି ରୟ ବଲିଉଡ୍ ପାଇଁ ପୁରା ତୟାର । ଅଗଷ୍ଟ ୧୫ରେ ରିଲିଜ୍ ହେବ ମୌନିଙ୍କ ପ୍ରଥମ ବଲିଉଡ୍ ଫିଲ୍ମ “ଗୋଲ୍ଡ” । ଫିଲ୍ମରେ ମୌନିଙ୍କ ବିପକ୍ଷରେ ଅଛନ୍ତି ବଲିଉଡ୍ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର । ପ୍ରଥମ ଫିଲ୍ମ ରିଲିଜ୍ ନହେଉଣୁ ମୌନିଙ୍କ ହାତରେ ଅଛି ଆଉ ଦୁଇଟି ଫିଲ୍ମର ଅଫର । ଗୋଲ୍ଡ ପରେ, ହିନ୍ଦି ଫିଲ୍ମ ମେଡ୍ ଅନ୍ ଚାଇନା ଓ ବ୍ରହ୍ମାସ୍ତ୍ରରେ ମୌନି ବଡପରଦାରେ ନଜର ଆସିବେ । “ମେଡ୍ ଅନ୍ ଚାଇନା”ରେ ସେ ଯେଉଁଠି ରାଜକୁମାର ରାଓଙ୍କ ସହିତ ସ୍କ୍ରିନ୍ ସେୟାର୍ କରିବେ, ସେଇଠି ରଣବିର୍ କପୁର ଓ ଆଲିୟା ଭଟ୍ଟଙ୍କ ଫିଲ୍ମ “ବ୍ରହ୍ମାସ୍ତ୍ର”ରେ ମୌନି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖାଦେବେ । ତେବେ ମୌନିଙ୍କ ଫିଲ୍ମ ଲିଷ୍ଟ ଦେଖି ଏହା କହିବା ଭୁଲ୍ ହେବନି ଯେ, ଛୋଟପରଦା ଭଳି ବଡପରଦାରେ ମଧ୍ୟ ସେ ନିଶ୍ଚୟ କମାଲ୍ ଦେଖାଇବେ ।

   Related Posts