ଶିଆଳ ମୁହଁରୁ ୨ ଛୁଆଙ୍କୁ ବଞ୍ଚାଇଲା ମା

Published By : Prameya-News7 Bureau | November 04, 2019 IST

ଯାଜପୁର ୪/୧୧: ଶିଆଳ ମୁହଁରୁ ୨ ଛୁଆଙ୍କୁ ବଞ୍ଚାଇଛି ମାଆ।ଘଟଣାଟି ଘଟିଛି ସୁଜନପୁର ପଞ୍ଚାୟତର ଦୁର୍ଗାପୁର ଗାଁରେ। ୨ ଭଉଣୀ  ଶୌଚ ହେବାକୁ ଯାଇଥିବା ବେଳେ ଶିଆଳ ଆକ୍ରମଣ କରିଥିଲା। ଶିଆଳକୁ ୨ଝିଅଙ୍କ ମାଆ ପ୍ରମିଳା ବେହେରା କାବୁ କରି ସେମାନଙ୍କ ଜୀବନ ବଞ୍ଚାଇଥିଲେ।

ଶିଆଳ ଆକ୍ରମଣରେ  ୨ଭଉଣୀ ଆହତ ହୋଇଥିଲେ। ଆହତ ୨ ଭଉଣୀ ପଦ୍ମଲୋଚନ ବେହେରାଙ୍କ ଝିଅ ଶୁଭଶ୍ରୀ ଓ ଶୁଭଲକ୍ଷ୍ମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.