Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଶିଆଳ ମୁହଁରୁ ୨ ଛୁଆଙ୍କୁ ବଞ୍ଚାଇଲା ମା

4/11/2019 at 2:29 PM

ଯାଜପୁର ୪/୧୧: ଶିଆଳ ମୁହଁରୁ ୨ ଛୁଆଙ୍କୁ ବଞ୍ଚାଇଛି ମାଆ।ଘଟଣାଟି ଘଟିଛି ସୁଜନପୁର ପଞ୍ଚାୟତର ଦୁର୍ଗାପୁର ଗାଁରେ। ୨ ଭଉଣୀ  ଶୌଚ ହେବାକୁ ଯାଇଥିବା ବେଳେ ଶିଆଳ ଆକ୍ରମଣ କରିଥିଲା। ଶିଆଳକୁ ୨ଝିଅଙ୍କ ମାଆ ପ୍ରମିଳା ବେହେରା କାବୁ କରି ସେମାନଙ୍କ ଜୀବନ ବଞ୍ଚାଇଥିଲେ।

ଶିଆଳ ଆକ୍ରମଣରେ  ୨ଭଉଣୀ ଆହତ ହୋଇଥିଲେ। ଆହତ ୨ ଭଉଣୀ ପଦ୍ମଲୋଚନ ବେହେରାଙ୍କ ଝିଅ ଶୁଭଶ୍ରୀ ଓ ଶୁଭଲକ୍ଷ୍ମୀ।

   Related Posts