ଏହି ୬ଟି ରାଶି ଭାଗ୍ୟରେ ପ୍ରବେଶ କରିବାକୁ ଯାଉଛନ୍ତି ମାତା ରାଣୀ, ନବରାତ୍ରି ପୂର୍ବରୁ ମିଳିବ ଖୁସି ଖବର…

Published By : Prameya-News7 Bureau | September 26, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୬ ରାଶି ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଫଳ​‌ରେ ନବରାତ୍ରି ପୂର୍ବରୁ ଏହି ୬ ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ। ମାତା ରାଣୀଙ୍କ ପ୍ରବେଶ ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଓ ଶାନ୍ତି ଭରିଯିବ। ନବରାତ୍ରି ପୂର୍ବରୁ କେଉଁ କେଉଁ ରାଶିରେ ମାତା ରାନୀ ପ୍ରବେଶ କରିବେ ଜାଣନ୍ତୁ।

ମେଷ ଓ ମକର ରାଶି-  ଶାସ୍ତ୍ର ଅନୁସାରେ ବହୁ ଦିନ ପରେ ମେଷ ଓ ମକର ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବେ। ଯାହାଫଳରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତିନ ହେବା ସହ ଖୁସି ଖବର ପାଇବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ମେଷ ଓ ମକର ରାଶିର ବ୍ୟକ୍ତିମାନେ ଖୁସିରେ ଜୀବନ ଅତିବାହିତ କରିବେ। ପରିବାରିକ ସମସ୍ୟା ଲାଗି ରହିଥିଲେ ସେଥିରୁ  ମଧ୍ୟ ତ୍ରାହି ପାଇବେ। ଏମାନଙ୍କ ଦୈନନ୍ଦିନ ଜୀବନ ଉପରେ ମାତା ରାନୀଙ୍କ ଶୁଭ ଦୃଷ୍ଟି ରହିବ।

ମୀନ ଓ ବିଛା ରାଶି- ବହୁ ଦିନ ପରେ ମୀନ ଓ ବିଛା ରାଶିର ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବା ଲାଗି ଯାଉଛି। ଯାହାଫଳରେଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ  ଅଚାନକ ପରିବର୍ତ୍ତନ ହୋଇପାରେ। ଏପରିକି ନବରାତ୍ରି ପୂର୍ବରୁ ମୀନ ଓ ବିଛା  ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ପାଇପାରନ୍ତି। ଚାକିରି ଓ ଆର୍ଥିକ ସମସ୍ୟାରେ  ମଧ୍ୟ ସମାଧାନର ରାସ୍ତା ମିଳିଯିବ। ବ୍ୟବସାୟିକ କ୍ଷେତ୍ର​‌ରେ ଏହି ରାଶିର ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି। ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଉପରେ ମାତା ରାଣୀଙ୍କ ଶୁଭ ଦୃଷ୍ଟି ରହିବ।

ମିଥୁନ ଓ କୁମ୍ଭ ରାଶି- ଶାସ୍ତ୍ର ଅନୁସାରେ ମିଥୁନ ଓ କୁମ୍ଭ ରାଶିର ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବେ। ଯାହାଫଳରେ ନବରାତ୍ରରୁ ପୂର୍ବରୁ ଏହି ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ। ବିହାହିତ ଦମ୍ପତିଙ୍କ ଭାଗ୍ୟରେ ସନ୍ତାନର ଯୋଗ ରହିଛି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଖୁସି ଭରିବା ସହ ପାରିବାରି ସମସ୍ୟା ମଧ୍ୟ ଦୂର ହୋଇଯିବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ରାନୀଙ୍କ କୃପା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.