Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଏହି ୬ଟି ରାଶି ଭାଗ୍ୟରେ ପ୍ରବେଶ କରିବାକୁ ଯାଉଛନ୍ତି ମାତା ରାଣୀ, ନବରାତ୍ରି ପୂର୍ବରୁ ମିଳିବ ଖୁସି ଖବର…

26/09/2019 at 5:05 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୬ ରାଶି ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଫଳ​‌ରେ ନବରାତ୍ରି ପୂର୍ବରୁ ଏହି ୬ ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ। ମାତା ରାଣୀଙ୍କ ପ୍ରବେଶ ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଓ ଶାନ୍ତି ଭରିଯିବ। ନବରାତ୍ରି ପୂର୍ବରୁ କେଉଁ କେଉଁ ରାଶିରେ ମାତା ରାନୀ ପ୍ରବେଶ କରିବେ ଜାଣନ୍ତୁ।

ମେଷ ଓ ମକର ରାଶି-  ଶାସ୍ତ୍ର ଅନୁସାରେ ବହୁ ଦିନ ପରେ ମେଷ ଓ ମକର ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବେ। ଯାହାଫଳରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତିନ ହେବା ସହ ଖୁସି ଖବର ପାଇବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ମେଷ ଓ ମକର ରାଶିର ବ୍ୟକ୍ତିମାନେ ଖୁସିରେ ଜୀବନ ଅତିବାହିତ କରିବେ। ପରିବାରିକ ସମସ୍ୟା ଲାଗି ରହିଥିଲେ ସେଥିରୁ  ମଧ୍ୟ ତ୍ରାହି ପାଇବେ। ଏମାନଙ୍କ ଦୈନନ୍ଦିନ ଜୀବନ ଉପରେ ମାତା ରାନୀଙ୍କ ଶୁଭ ଦୃଷ୍ଟି ରହିବ।

ମୀନ ଓ ବିଛା ରାଶି- ବହୁ ଦିନ ପରେ ମୀନ ଓ ବିଛା ରାଶିର ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବା ଲାଗି ଯାଉଛି। ଯାହାଫଳରେଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ  ଅଚାନକ ପରିବର୍ତ୍ତନ ହୋଇପାରେ। ଏପରିକି ନବରାତ୍ରି ପୂର୍ବରୁ ମୀନ ଓ ବିଛା  ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ପାଇପାରନ୍ତି। ଚାକିରି ଓ ଆର୍ଥିକ ସମସ୍ୟାରେ  ମଧ୍ୟ ସମାଧାନର ରାସ୍ତା ମିଳିଯିବ। ବ୍ୟବସାୟିକ କ୍ଷେତ୍ର​‌ରେ ଏହି ରାଶିର ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି। ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଉପରେ ମାତା ରାଣୀଙ୍କ ଶୁଭ ଦୃଷ୍ଟି ରହିବ।

ମିଥୁନ ଓ କୁମ୍ଭ ରାଶି– ଶାସ୍ତ୍ର ଅନୁସାରେ ମିଥୁନ ଓ କୁମ୍ଭ ରାଶିର ଭାଗ୍ୟରେ ମାତା ରାଣୀ ପ୍ରବେଶ କରିବେ। ଯାହାଫଳରେ ନବରାତ୍ରରୁ ପୂର୍ବରୁ ଏହି ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ। ବିହାହିତ ଦମ୍ପତିଙ୍କ ଭାଗ୍ୟରେ ସନ୍ତାନର ଯୋଗ ରହିଛି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଖୁସି ଭରିବା ସହ ପାରିବାରି ସମସ୍ୟା ମଧ୍ୟ ଦୂର ହୋଇଯିବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ରାନୀଙ୍କ କୃପା ରହିଛି।

   Related Posts