୨ ଶିଶୁ କନ୍ୟାକୁ ବିଷ ପିଆଇଲା ମା’
13/08/2018 at 11:18 PM

ଆନନ୍ଦପୁର ଶୋଷ ଥାନା ନାହା ଗାଁରେ ପାରିବାରିକ କଳହର କରୁଣ ପରିଣତି । ୨ ଶିଶୁ କନ୍ୟାକୁ ବିଷ ପିଆଇଲା ମା । ବିନୋଦ ଜେନାଙ୍କ ସ୍ତ୍ରୀ ଜାମିନୀ ନିଜ ବର୍ଷକର ଶିଶୁ କନ୍ୟା ଓ ୨ ବର୍ଷୀୟ ଶିଶୁ କନ୍ୟାକୁ ବିଷ ପିଆଇ ଦେଇଛି । ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାମୀ ଓ ପରିବାର ଲୋକଙ୍କ ସହ ମନାନ୍ତର ଯୋଗୁଁ ବର୍ଷେ ହେଲା ଅଲଗା ରହୁଥିଲେ ଜାମିନୀ ।