Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ବିଚିତ୍ର ପରମ୍ପରା : ମାଆ ଓ ଝିଅ ହୋଇଥାନ୍ତି ଗୋଟିଏ ପୁରୁଷର ସ୍ତ୍ରୀ

20/01/2019 at 1:40 PM

ମଣ୍ଡି ୨୦/୧: ଆଜି ମଧ୍ୟ ଦୁନିଆରେ ଏପରି ପରମ୍ପରା ଜୀବିତ ରହିଛି ଯାହା ବିଷୟରେ ଆପଣ କେବେ ଶୁଣିନଥିବେ ଏବଂ ଆପଣ ଯେତେବେଳେ ଏହା ଶୁଣିବେ ଆପଣଙ୍କୁ ପୂରା ଅଦ୍ଭୁତ ଲାଗିବ। ଏହି ପରମ୍ପରା ଅନୁସାରେ ମାଆ ଏବଂ ଝିଅର ଜଣେ ହିଁ ସ୍ବାମୀ ହୋଇଥାଏ। ଏହି ପରମ୍ପରାକୁ ମାନୁଥିବା ଏକ ଜନଜାତି ବାଙ୍ଗଲାଦେଶର ମଣ୍ଡି ଅଞ୍ଚଳରେ ରୁହନ୍ତି।

ଏହି ପରମ୍ପରା ଅନୁସାରେ ଯଦି କୈାଣସି ମହିଳାଙ୍କ ସ୍ବାମୀ କମ୍ ବୟସରେ ମରି ଯାଇଥାନ୍ତି ତେବେ ମହିଳାଙ୍କୁ ନିଜ ସ୍ବାମୀଙ୍କ ପରିବାରରୁ ହିଁ ଯେକୈାଣସି କମ୍ ବୟସ ଥିବା ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡ଼ିଥାଏ। ଏହା ସହିତ ଯଦି ସେହି ମହିଳାଙ୍କ କୈାଣସି ଝିଅ ଥାଏ ତେବେ ତାଙ୍କ ବିବାହ ମଧ୍ୟ ସେହି ମଣ୍ଡପରେ ସେହି ବ୍ୟକ୍ତିଙ୍କ ସହ ହୋଇଥାଏ।

ଏହା ଏପରି ହୋଇଥାଏ କାରଣ ଏହି ଜନଜାତି ହିସାବରେ କମ୍ ବୟସର ଏହି ସ୍ବାମୀ ନୂଆ ସ୍ତ୍ରୀ ଏବଂ ତାଙ୍କ ଝିଅଙ୍କ ସ୍ବାମୀ ହୋଇ ମଧ୍ୟ ଦୁଇଜଣଙ୍କୁ ଖୁସିରେ ରଖି ପାରିବେ। ଏବଂ ଦୁଇଜଣ ମାଆ ଝିଅ ଜଣେ ସ୍ବାମୀଙ୍କ ସହ ଗୋଟିଏ ଘରେ ରହି ପାରନ୍ତି।

   Related Posts