୨ ପିଲାଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା
30/06/2019 at 9:08 AM

ମାଲକାନଗିରି ୩୦/୬: ମାଲକାନଗିରି ସଦର ବ୍ଲକ ଗଉଡଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ୨ ପିଲାଙ୍କୁ ବିଷ ଦେଇ ମାଆ ଆତ୍ମହତ୍ୟା କରିଛି। ମୃତକ ହେଲେ ସୀତା ମାଡକାମି । ଗୁରୁତର ଅବସ୍ଥାରେ ୨ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆର୍ଥିକ ଅନଟନ ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ୨ ବର୍ଷ ତଳୁ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା ।

Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021