Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କରୋନା ସଂକ୍ରମିତଙ୍କ ବେଡରେ ମାଆ ଓ ନବଜାତକକୁ ଶୁଆଇଦେଲେ ମେଡିକାଲ କର୍ମଚାରୀ, ଉଭୟ କୋଭିଡ-୧୯ ପଜିଟିଭ

2/04/2020 at 2:52 PM

ମୁମ୍ବାଇ, ୦୨|୦୪:   ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ଭାଇରସକୁ ନେଇ ଏକ ଚକିତ କଲା ଭଳି ମାମଲା ସାମ୍ନାକୁ ଆସିଛି ।ଜଣେ ୩ ଦିନର ଶିଶୁ ଓ ତାର ୨୬ ବର୍ଷୀୟା ମାଆ କରୋନାରେ ସଂକ୍ରମମିତ ହୋଇଛନ୍ତି । ମେଡିକାଲ କର୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଏପରି ହୋଇଥିବା କୁହାଯାଉଛି ।

ସୂଚନାନୁସାରେ, ମା ଓ ଶିଶୁଙ୍କୁ ହସ୍ପିଟାଲରେ ସେହି ବେଡ୍ ଦିଆଯାଇଥିଲେ, ଯେଉଁଥିରେ କିଛି ଦିନ ପୂର୍ବରୁ ଜଣେ କରାନା ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପରେ ଉଭୟଙ୍କୁ କୁର୍ଲା ଭାବା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ପରେ କରୋନା ଭାଇରସ ପାଇଁ କସ୍ତୁରବା ଗାନ୍ଧୀ ମେଡିକାଲକୁ ପଠାଯାଇଥିଲା ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏହି ଘଟଣା ବାବଦରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଜଣେ ଡାକ୍ତର ମା ଓ ଶିଶୁର କରୋନା ଟେଷ୍ଟ ପାଇଁ କହିଥିଲେ । ଚେମ୍ବୁର ହସ୍ପିଟାରେ କୌଣସି ସ୍ୱାସ୍ଥ୍ୟକର୍ମୀ ମାଆ ଓ ଶିଶୁକୁ ସହଯୋଗ କରିନଥିଲେ । ପରେ ସେମାନଙ୍କୁ ଆଉ ଏକ କୋଠରୀକୁ ନିଆଯାଇଥିଲା । ନବଜାତକର ପିତାଙ୍କୁ ମଧ୍ୟ କସ୍ତୁରବା ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି । ଏଠାର ୧୨୦ରୁ ଅଧିକ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

   Related Posts