Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୂତୀ ଉଦ୍ୟମ, ୧୦ମ ଅଫଲାଇନ୍ ପରୀକ୍ଷା ଫର୍ମ ପୂରଣରୁ ବାଦ୍ ପଡିବା ଅଭିଯୋଗ

28/07/2021 at 4:03 PM

ଭୁବନେଶ୍ବର ୨୮।୭: ପୁଣି ମାଆ ଓ ପୁଅଙ୍କ ହଙ୍ଗାମା । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ କିରୋସିନି ହାତରେ ଧରି ଆତ୍ମହତ୍ୟା ଉଦ୍ୟମ । ମଙ୍ଗଳବାର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ହୋଇଥିଲା ହାଇଡ୍ରାମା । ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତୀ ଉଦ୍ୟମ କରୁଥିବାବେଳେ କ୍ୟାପିଟାଲ ଥାନା ପୋଲିସ କାବୁ କରିନେଇଛି ।

ଦଶମ ଅଫଲାଇନ୍ ପରୀକ୍ଷା ଫର୍ମ ପୂରଣରୁ ବାଦ୍ ପଡିବା ଅଭିଯୋଗରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମାଆ-ପୁଅଙ୍କୁ ବୁଝାସୁଝା କରି ଉଠାଇନେଲା ପୋଲିସ। ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସରକାରୀ ବାସଭବନ ଭୁବନେଶ୍ବର ୟୁନିଟ୍ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ।

   Related Posts