ନିଆଁରେ ଜୀଅନ୍ତା ଜଳିଗଲେ ମାଆ-ଝିଅ

Published By : Prameya-News7 Bureau | December 22, 2019 IST

ସୁନ୍ଦରଗଡ ୨୨।୧୨: ନିଆଁରେ ଜୀଅନ୍ତା ପୋଡିଗଲେ ମାଆ ଓ ଝିଅ । ଘରେ ନିଆଁ ଲାଗି ଜୀଅନ୍ତା ପୋଡିଗଲେ ଦୁଇ ଜଣ । ସୁନ୍ଦରଗଡ ଭସ୍ମା ଥାନା ପଛ ଥିବା ବସ୍ତିରେ ଘଟିଛି ଘଟଣା। ମୃତ ମାଆଙ୍କ ନାମ ଗୋଲାପୀ ମେହେର ଓ ଝିଅ ଲକ୍ଷ୍ମୀ ମେହେର । ନିଆଁ ଲାଗିଥିବା ସ୍ଥାନରେ ଅଗ୍ନିଶମ ବାହିନୀ  ଓ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.