Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ମୋଷ୍ଟ ୱାଣ୍ଟେଡ୍ ଧଳାଜହର ବେପାରୀ ହସିନା ଖାତୁନ୍ ଗିରଫ

18/09/2019 at 11:28 AM

ଭୁବନେଶ୍ବର ୧୮।୯: ମୋଷ୍ଟ ୱାଣ୍ଟେଡ୍ ହସିନା ଖାତୁନ୍ ଗିରଫ । ଧଳାଜହର ବେପାରୀ ମୋଷ୍ଟ ୱାଣ୍ଟେଡ୍ ଥିଲା ହସିନା ଖାତୁନ୍ । ହସିନାକୁ ଏସଟିଏଫର ସ୍ପେଶାଲ୍ ଟିମ୍ ଗିରଫ କରିଛି । ବ୍ରାଉନସୁଗାର ବେପାରୀ ହସିନାଙ୍କ ଘର ଭୁବନେଶ୍ବର ଝାରପଡା ଜେଲ୍ ପଛପାଖ ହଳଦୀପଡିଆରେ। ଖୋର୍ଦ୍ଧାର ବ୍ରାଉନସୁଗାର ମାଫିଆ ଛୋଟା ସହ ହସିନାର ଲିଙ୍କ୍ ରହିଛି ।

ପୂର୍ବରୁ କମିଶନରେଟ୍ ପୋଲିସ ତାକୁ ୨ ଥର ଗିରଫ କରିସାରିଛି । ଜାମିନ୍ ରେ ଆସି ପୁଣି ଡ୍ରଗ୍ସ ବେପାରରେ ସାମିଲ ଥିଲା ହସିନା । ତେଣୁ ତାକୁ ଧରିବାକୁ ଜାଲି ବିଛାଇଥିଲା ଏସଟିଏଫ୍ ସ୍ପେଶାଲ ଟିମ୍ ।

   Related Posts