ମୋଷ୍ଟ ୱାଣ୍ଟେଡ୍ ଧଳାଜହର ବେପାରୀ ହସିନା ଖାତୁନ୍ ଗିରଫ

Published By : Prameya-News7 Bureau | September 18, 2019 IST

ଭୁବନେଶ୍ବର ୧୮।୯: ମୋଷ୍ଟ ୱାଣ୍ଟେଡ୍ ହସିନା ଖାତୁନ୍ ଗିରଫ । ଧଳାଜହର ବେପାରୀ ମୋଷ୍ଟ ୱାଣ୍ଟେଡ୍ ଥିଲା ହସିନା ଖାତୁନ୍ । ହସିନାକୁ ଏସଟିଏଫର ସ୍ପେଶାଲ୍ ଟିମ୍ ଗିରଫ କରିଛି । ବ୍ରାଉନସୁଗାର ବେପାରୀ ହସିନାଙ୍କ ଘର ଭୁବନେଶ୍ବର ଝାରପଡା ଜେଲ୍ ପଛପାଖ ହଳଦୀପଡିଆରେ। ଖୋର୍ଦ୍ଧାର ବ୍ରାଉନସୁଗାର ମାଫିଆ ଛୋଟା ସହ ହସିନାର ଲିଙ୍କ୍ ରହିଛି ।

ପୂର୍ବରୁ କମିଶନରେଟ୍ ପୋଲିସ ତାକୁ ୨ ଥର ଗିରଫ କରିସାରିଛି । ଜାମିନ୍ ରେ ଆସି ପୁଣି ଡ୍ରଗ୍ସ ବେପାରରେ ସାମିଲ ଥିଲା ହସିନା । ତେଣୁ ତାକୁ ଧରିବାକୁ ଜାଲି ବିଛାଇଥିଲା ଏସଟିଏଫ୍ ସ୍ପେଶାଲ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.