Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଶାସ୍ତ୍ର ଅନୁସାରେ ସ୍ତ୍ରୀ-ପୁରୁଷ ସକାଳୁ ସକାଳୁ କରନ୍ତୁ ଏହି କାମ, ଆପଣ ଦିନସାରା ରହିବେ ଖୁସି

6/02/2019 at 7:54 PM

ଯଦି ଆପଣ ବିବାହିତ ତା ହେଲେ ସ୍ତ୍ରୀ  ସହିତ ସକାଳୁ କରନ୍ତୁ ଏହିକାମ । ଦେଖିବେ ଆପଣଙ୍କ ମନ ଖୁସି ରହିବା ସହିତ ଦିନସାରା ହାଲିଆ ହେବେ ନାହିଁ । ଆପଣ ବିବାହିତ ମାନେ ଯଦି କରୁନାହାଁନ୍ତି ଏହିକାମ ତାହେଲେ ଆପଣ ନିଶ୍ଚୟ ଭୁଲ କରୁଛନ୍ତି ।

କଣ କରିବେ ସକାଳୁ ସକାଳୁ ନିଜ ସ୍ତ୍ରୀ ସହ ଆସନ୍ତୁ ଜାଣିବା ।

ସକାଳୁ ଉଠି ଯଦି ଚା ପିଇବାର ଅଭ୍ୟାସ ଅଛି, ତା ହେଲେ ଏହି ଭୁଲ କରନ୍ତୁ ନାହିଁ । ସକାଳୁ ଉଠି ମୁହଁ ନ ଧୋଇ ଅତିକମରେ ୧ ଲିଟର ପାଣି ପିଅନ୍ତୁ । ଏହାଦ୍ଵାରା ପେଟ ସଫା ରହିବା ସହିତ କୌଣସି ପେଟରୋଗର ସମାସ୍ୟା ଦେଖାଦେବ ନାହିଁ ।

ସକାଳୁ ଉଠି ସ୍ନାନ କରିବା ଦରକାର । ଏହା ଦ୍ଵାରା ନିଜର ମନ ପ୍ରଫୁଲ୍ଲିତ ରହିବା ସହିତ ପରିବାରର ସୁଖ ଶାନ୍ତି ବିରାଜମାନ କରିବ । ସକାଳ ସ୍ନାନ ପଛରେ ଦେହ ଭଲ ରହିବାର ଅନେକ ବୈଜ୍ଞାନିକ କାରଣ ରହିଛି ।

ମହିଳାମାନେ ସ୍ନାନ କରି ସକାଳେ ସଫା ଘରଭିତରକୁ ପ୍ରବେଶ କରିବା ଦରକାର । ଏହାପରେ ଠାକୁର ପୂଜା କରିବା ସହ ଗାୟତ୍ରୀ ମନ୍ତ୍ର ଜପ କଲେ ନିଜର ତଥା ପରିବାରର କୌଣସି ବିପଦ ଦେଖାଯିବ ନାହିଁ ।

ସକାଳେ ସ୍ନାନପରେ ତୁଳସୀ ଚଉରାରେ ପାଣିଦେବା ସହିତ ଧୂପଦେଇ ପୂଜା କରିବା ଦରକାର ।

ପୂଜା କରିବା ସହ ଯୋଗ କରିବା ଦ୍ଵାରା ମଧ୍ୟ ନିଜର ମନ ପ୍ରଫୁଲ୍ଲିତ ରହିଥାଏ । ସବୁପରେ ସକାଳ କାମ ଆରମ୍ଭ କରିବା ପୂର୍ବରୁ ସ୍ଵାମୀଙ୍କ ସହ ହାଲକା ରୋମାନସ୍ କରନ୍ତୁ, ମନ ଭଲ ରହିବ ।

ଏହା ସହିତ ଆପଣଙ୍କ ଋଚିର ଗୀତ ମଧ୍ୟ ଶୁଣନ୍ତୁ, ଡ଼ିପ୍ରେସନ ଦୂରେଇଯିବା ସହିତ ମନ ଭଲ ରହିବ ।

   Related Posts