ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ; ସକାଳ ୬ଟା ୩୦ରୁ ଦିନ ୧୦ଟା ଯାଏଁ ଚାଲିବ

Published By : Prameya-News7 Bureau | March 23, 2019 IST

ଭୁବନେଶ୍ବର ୨୩।୩: ଏପ୍ରିଲ ୨ରୁ ସକାଳୁଆ ହେବ ସ୍କୁଲ । ସକାଳ ୬ଟା ୩୦ରୁ ଦିନ ୧୦ଟା ଯାଏଁ ଚାଲିବ ସ୍କୁଲ । ମେ’ ୬ରୁ ଖରାଛୁଟି ଆରମ୍ଭ ହେବ । ଦିନ ୧୦ଟାରେ ମଧ୍ୟାହ୍ନଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ଏପ୍ରିଲ ୨ରେ ସ୍କୁଲରେ ପ୍ରବେଶ ଉତ୍ସବ ପାଳନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.