Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚରମ୍ପା ଷ୍ଟେସନରେ ପହଞ୍ଚିଲେ ୨ହଜାରକୁ ଅଧିକ ପ୍ରବାସୀ, ସ୍ବାସ୍ଥ୍ୟ ପରୀକ୍ଷା ପରେ ପଠାଯାଉଛି ନିଜ ନିଜ ଅଞ୍ଚଳକୁ

15/05/2020 at 7:29 AM

ଭଦ୍ରକ ୧୫।୫: ୩ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ଭଦ୍ରକକୁ ଆସିଲେ ପ୍ରବାସୀ । ବିଭିନ୍ନ ଜିଲ୍ଲାର ଦୁଇ ହଜାରରୁ ଅଧିକ ପ୍ରବାସୀ ଚରମ୍ପା ଷ୍ଟେସନରେ ଓହ୍ଲାଇଛନ୍ତି ।

ଭଦ୍ରକ ଜିଲ୍ଲାର ୭ଶହରୁ ଅଧିକ ପ୍ରବାସୀ ଆସିଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଜ ଜିଲ୍ଲା ଓ ବ୍ଲକକୁ ସ୍ବତନ୍ତ୍ର ବସ୍ ଯୋଗେ ପଠାଯାଉଛି ।

   Related Posts