Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ଭଦ୍ରକ ଜିଲ୍ଲାରେ ନାଗ ଆତଙ୍କ, ମାଟିତଳୁ ୧୫ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର

22/11/2019 at 2:28 PM

ଭଣ୍ଡାରିପୋଖରୀ ୨୨।୧୧: ଭଦ୍ରକ ଜିଲ୍ଲାରେ ପୁଣି ନାଗ ସାପ ଆତଙ୍କ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଧାମନଗରରୁ ୧୫ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଧାମନଗର ବ୍ଲକ୍ ଅନହରପୁର ଗାଁର କପିଳେନ୍ଦ୍ର ବଳଙ୍କ ଘରେ ସାପ ଛୁଆ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଘରଲୋକେ ସାପ ଧରାଳିଙ୍କୁ ଖବର ଦେଇଥିଲେ । ଘରେ ମାଟି ଖୋଳି ସାପ ଧରାଳି ୧୫ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଛି ।

ତେବେ ବଡ ନାଗ କି ନାଗୁଣୀ ମିଳିନଥିବା ବେଳେ ପରେ ବଡ ସାପକୁ ଧରାଯିବା ବୋଲି ସୂଚନା ମିଳିଛି । ଉଦ୍ଧାର ସାପ ଛୁଆଙ୍କୁ ବନବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସାପ ଧରାଳି ଆସିଫ ଅଲ୍ଲୀ ମିର୍ଜା ସୂଚନା ଦେଇଛନ୍ତି ।

ଗତ ବର୍ଷ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ମାଟି ତଳୁ ଶତାଧିକ ନାଗ ସାପ ଛୁଆଙ୍କ ସହ ନାଗ ନାଗୁଣୀ ଉଦ୍ଧାର ହୋଇଥିଲେ । ଅନେକ ସଂଖ୍ୟାରେ ସାପ ଅଣ୍ଡା ମଧ୍ୟ ଉଦ୍ଧାର କରାଯାଇଥିଲା । ତେବେ ଏବେ ପୁଣି ନାଗ ସାପ ଉଦ୍ଧାର ହେବା ଫଲଳରେ ଲୋକଙ୍କ ମନରେ ଭୟର ବାତାରବଣ ଖେଳିଯାଇଛି ।  

   Related Posts