Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଏହି ତିନୋଟି ଉପାୟ‌ରେ ଫେସବୁକ୍ ପୋଷ୍ଟରେ ପାଆନ୍ତୁ ୧ ହଜାରୁ ଅଧିକ ଲାଇକ୍ସ ଓ ଫୋଲର୍ସ!

17/08/2019 at 1:43 PM

ନୂଆଦିଲ୍ଳୀ୧୭|୮: ଆଜିକାଲି ଫେସବୁକକୁ ଯୁବପିଢ଼ି ଅଧିକମାତ୍ରାରେ ବ୍ୟବହାର କରୁଛନ୍ତି। ପ୍ରତ୍ୟେକ ମିନିଟରେ ଫେସ ବୁକରେ କିଛି ନା କିଛି ପୋଷ୍ଟ ହୋଇଥାଏ । ତେବେ ପୋଷ୍ଟ ଗୁଡିକୁ ଆଶାନୁରୂପ ଲାଇକ୍‌ ମିଳିନଥାଏ କି ପୋଷ୍ଟକାରୀଙ୍କ ଫଲୋର୍ସ ସଂଖ୍ୟା ବୃଦ୍ଧି ଘଟିନଥାଏ । ତେବେ ଫେସ ବୁକ ପୋଷ୍ଟରେ ଅଧିକ ଲାଇକ ଏବଂ ଫଲୋର୍ସ ବଢାଇବା ପାଇଁ କେତୋଟି ଟିପ୍ସ ଅବଲମ୍ବନ କରାଯାଇପାରେ । ମାତ୍ର  ତିନୋଟି ଉପାୟ ଅବଲମ୍ବନ କଲେ  ଆପଣଙ୍କ ଫେସବୁକ ପୋଷ୍ଟରେ  ୨ ହଜାରରୁ ଅଧିକ ଲାଇକ୍ସ ଓ ଫୋଲର୍ସ ବଢ଼ାଇ ପାରିବେ।

ଫେସବୁକ ଏକ ପୁରୁଣା ସୋସିଆଲ ପ୍ଲାଟଫର୍ମ ହେଲେ ମଧ୍ୟ କୋଟି କୋଟି ୟୁଜର୍ସ ଫେସବୁକ ବ୍ୟବହାର କରିଥାନ୍ତି।ସେମାନଙ୍କ ମଧ୍ୟରୁ ଆପଣ ବି ଜଣେ। ପ୍ରାୟ ସମୟରେ ଫେସବୁକ ୟୁଜର୍ସଙ୍କ ପୋଷ୍ଟରେ କମ୍‌ ଲାଇକ୍ସ ସହ କମ ଫୋଲର୍ସ ତାଙ୍କୁ ଫୋଲୋ କରିଥାନ୍ତି। ଆସନ୍ତୁ ଜାଣିବା ତିନୋଟି ଉପାୟରେ କିପରି ଆପଣ ବଢ଼ାଇ ପାରିବେ ଲାଇକ୍ସ ଓ ଫୋଲର୍ସ।

ସୁବର୍ଣ୍ଣସୁଯୋଗ ଦିଲ୍ଳୀ ପୋଲିସରେ ଟ୍ରାଫିକ ଷ୍ଟାଫ ପାଇଁ ବିଭିନ୍ନ ପଦ ଖାଲି ଅଛି। ଇଚ୍ଛୁକ  ପ୍ରାର୍ଥୀମାନେ ଆ​‌ବେଦନ କରି ପାରିବେ । ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ହୋଇଥିବା ଆବଶ୍ୟକ।

ସୁବର୍ଣ୍ଣସୁଯୋଗ ଟାଟା କମ୍ପାନୀରେ ବହୁ ପଦବୀ ଖାଲି ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ମାସିକ ଦରମା ୨୫ ହଜାର ରହିଛି।

ସୁବର୍ଣ୍ଣ ସୁଯୋଗ ଦଶମ ପାସ କରିଥିବା ବ୍ୟକ୍ତିଙ୍କ ପାଇଁ ଫୁଡପାଣ୍ଡାରେ ୨୩ ହଜାର ପଦବୀ ପାଙ୍କା ପଡିଛି। ଦଶମ ପାସ କରିଥିବା ବ୍ୟକ୍ତିମାନେ ଆବେଦନ କରି ପାରିବେ। ମାସିକ  ଦରମା ୩୦ ହଜାର ରହିଛି।

 ଏହି ତିନୋଟି ଉପାୟରେ ଆପଣଙ୍କ ପୋଷ୍ଟରେ ଲାଇକ୍ସ ଓ ଫୋଲର୍ସ ସଂଖ୍ୟା ବଢ଼ିଯିବ।

ଆପଣଙ୍କ ପୋଷ୍ଟ ଯାହା ହେଉନା କାହିଁକି ହେଲେ ପୋଷ୍ଟର କ୍ୟାପ୍ପନ ଫଟୋର ଆକର୍ଷଣ ବଢ଼ାଇଥାଏ।  ଯାହାକୁ ୟୁଜର୍ସମାନେ ବହୁତ ପସନ୍ଦ କରିଥାନ୍ତି। ପୋଷ୍ଟ ଦେଖିବା ସମୟରେ ୟୁଜର୍ସ ଲାଇକ କରିବାକୁ ବାଧ୍ୟ ହୁଅନ୍ତି। ଫେସବୁକ୍‌ରେ ସବୁଠାରୁ ୟୁନିକ୍‌ ଷ୍ଟାଟସ୍‌ ହେବା ଉଚିତ୍। ଆପଣ ଫୋଟର କ୍ୟାପ୍ସନରେ ଆଟିଟ୍ୟୁଡ ରହିବା ଆବଶ୍ୟକ। ଫେସବୁକ୍ ପୋଷ୍ଟରେ ଏକ ଆକର୍ଷଣ କ୍ୟାପ୍ସନ ଲେଖି ଗ୍ରୁପରେ ଟ୍ୟାଗ କରନ୍ତୁ ଦେଖିବେ ରାତାରାତି ଆପଣଙ୍କ ଲାଇକ୍ସ ଓ ଫୋଲର୍ସ ସଂଖ୍ୟା ବଢ଼ିଯିବ।

ଫେସବୁକ ୟୁଜର୍ସ ଫେଜ୍‌ କ୍ରିଏଟ କରିଥାନ୍ତି। ଏହି ପେଜ୍‌ରେ ଆପଣ ଏକାକାଳୀନ ୨୦ଟି ପୋଷ୍ଟକୁ ଆପଣ ଗ୍ରୁପରେ ସେୟାର କରନ୍ତୁ। କେବଳ ଗ୍ରୁପ ଦ୍ବାରା ହିଁ ଆପଣଙ୍କ ଫେସବୁକ୍‌ ପୋଷ୍ଟରେ ଲାଇକ୍ସ ଓ ଫୋଲର୍ସ ସଂଖ୍ୟା ବଢ଼ିବ।

   Related Posts