Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ସାବିତ୍ରୀ ଭୋଗ ଖାଇ ୧୦ରୁ ଅଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

23/05/2020 at 3:06 PM

ଭଦ୍ରକ ୨୩।୦୫ : ସାବିତ୍ରୀ ବ୍ରତରେ ଭୋଗ ଖାଇ ୧୦ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି ।ସାବିତ୍ରୀ ବ୍ରତ ପାଇଁ , ଗାଁ ନିକଟ ଠାକୁରାଣୀ ଙ୍କ ନିକଟ ରେ ପୂଜା ହୋଇଥିଲା । ପରେ ଏହି ଭୋଗ ଖାଇବା ପରେ ଝାଡା ଓ ବାନ୍ତି ହେବାରୁ ମହିଳା ଓ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାମପୁର ଗାଁର ଠାକୁରାଣୀ ନିମାଇଁଶୁଣିଙ୍କ ନିକଟରେ ସାବିତ୍ରୀ ବ୍ରତ ପାଇଁ ପୂଜା ହୋଇଥିଲା । ପରେ ଭୋଗ ନେଇ ମହିଳା ମାନେ ଘରକୁ ଫେରିଥିଲେ । କିନ୍ତୁ ଭୋଗ ଖାଇବା ପରେ ଝାଡା ଓ ବାନ୍ତି ହୋଇଥିଲା । ଘରର ଯେଉଁ ମାନେ ଭୋଗ ଖାଇଥିଲେ ସମସ୍ତେ ବାନ୍ତି କରିବାରୁ ଲୋକେ ତାଙ୍କୁ କେନ୍ଦୁଆପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ୧୦ରୁ ଅଧିକ ମହିଳା ଓ ଛୋଟ ପିଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଅଧିକାଂଶ ଲୋକଙ୍କୁ ମଧ୍ୟ ସମାନ ଅବସ୍ଥା ଥିବାରୁ ଏକ ମେଡିକାଲ ଟିମ୍‌ ଗାଁକୁ ଯାଇଥିବା ସୂଚନା ମିଳିଛି ।

   Related Posts