ଖୁସି ଖବର, ସୁସ୍ଥ ହେଲେ ଆଉ ୩୮୯୬ କରୋନା ସଂକ୍ରମିତ

Published By : Prameya-News7 Bureau | September 29, 2020 IST

ଭୁବନେଶ୍ୱର, ୨୯ ।୦୯:  ମଙ୍ଗଳବାର ରାଜ୍ୟରେ ଆଉ ୩୮୯୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୪୮୧ ରେ ପହଁଚିଛି ।

wp:html /wp:html wp:html /wp:html

ଖୋର୍ଦ୍ଧାରୁ ସର୍ବାଧିକ ୬୫୭ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୪୨, ବାଲେଶ୍ୱରରୁ ୨୨୬, ଅନୁଗୋଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡରୁ ୧୧୯, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୧୨, ସମ୍ବଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡରୁ ୯୭, ନବରଙ୍ଗପୁରରୁ ୭୬, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗୀରରୁ ୬୮, କେନ୍ଦୁଝରରୁ ୫୫, ନୂଆପଡାରୁ ୪୯, ଢେଙ୍କାନାଳରୁ ୪୫ ଓ ଗଞ୍ଜାମରୁ ୪୦ଜଣ ଆରୋଗ୍ୟ ହୋଇଛନ୍ତି ।

ସେହିପରି କନ୍ଧମାଳରୁ ୪୦, ରାୟଗଡାରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେବଗଡରୁ ୧୨ଜଣ ଆରୋଗ୍ୟଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.