ଭଲ ଖବର, ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ

Published By : Prameya-News7 Bureau | October 21, 2020 IST

ଭୁବନେଶ୍ୱର, ୨୧ ।୧୦:    ରାଜ୍ୟରେ ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୯୧୩ ରେ ପହଁଚିଛି ।

wp:html /wp:html

ଖୋର୍ଦ୍ଧାରୁ ସର୍ବାଧିକ ୫୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୦୬, ଅନୁଗୋଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡାରୁ ୧୦୬, ବଲାଙ୍ଗୀରରୁ ୧୦୫, ବରଗଡରୁ ୧୦୦, ସମ୍ବଲପୁରରୁ ୯୮, ଯାଜପୁରରୁ ୯୪, କେନ୍ଦ୍ରାପଡାରୁ ୭୧, ଝାରୁସୁଗୁଡାରୁ ୭୦, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱରରୁ ୪୮, ନବରଙ୍ଗପୁରରୁ ୪୮, ମାଲକାନଗିରିରୁ ୪୫, ସୋନପୁରରୁ ୪୫, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪ଜଣ ସୁସ୍ଥ ହୋଇଛନ୍ତି ।

wp:html /wp:html

ସେହିପରି ନୟାଗଡରୁ ୩୦, କୋରାପୁଟରୁ ୨୯, ରାୟଗଡାରୁ ୨୭, ଦେବଗଡରୁ ୧୬, ଗଜପତିରୁ ୮ ବୌଦ୍ଧରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.