ଭୁବନେଶ୍ବର ୧୪।୫: ରାଜ୍ୟ ପାଇଁ ଖୁସି ଖବର । ଆଉ ୧୫ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୧୫୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ତେବେ ସୁସ୍ଥ ହୋଇଥିବା ୧୫ ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।
wp:html/wp:htmlAnother 15 patients have recovered from COVID-19 and are being discharged.
— H & FW Dept Odisha (@HFWOdisha) May 14, 2020
They are all from Jajpur district.
The number of recovered cases of Odisha now stands at 158.